Category: ତାଜା ଖବର

ରେଳ ବଜେଟରେ ଓଡ଼ିଶାକୁ ୧୦,୫୮୬ କୋଟି

ଭୁବନେଶ୍ବର: ରେଳ ବଜେଟ୍‌ ଇତିହାସରେ ପ୍ରଥମ ଥର ପାଇଁ ଓଡ଼ିଶାକୁ ରେକର୍ଡ ପରିମାଣର ୧୦ ହଜାର ୫୮୬ କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି। ୨୦୨୨, ୨୦୨୩ ଓ ୨୦୨୪ର ଅନୁଦାନକୁ ଦେଖିଲେ ଓଡ଼ିଶାକୁ ଚାରି ବର୍ଷରେ ହାରାହାରି ୧୦ ହଜାର…

ମୃତ ବ୍ୟକ୍ତିଙ୍କ ପତ୍ନୀ ବଞ୍ଚିଥିଲେ ବି ପୁଅକୁ ମିଳିବ ଅନୁକମ୍ପାମୂଳକ ନିଯୁକ୍ତି – ହାଇକୋର୍ଟ

କଟକ: ସରକାରୀ କର୍ମଚାରୀଙ୍କ ମୃତ୍ୟୁ ସମୟରେ ବଳବତ୍ତର ଥିବା ଆଇନ ଅନୁସାରେ ତାଙ୍କ ପରିବାର ସଦସ୍ୟଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ମିଳିବ। ଏଥିସହିତ ମୃତ ସରକାରୀ କର୍ମଚାରୀଙ୍କ ପତ୍ନୀ ବଞ୍ଚିଥିଲେ ମଧ୍ୟ ତାଙ୍କ ପୁଅକୁ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ କରାଯାଇ ପାରିବ। ଏକ…

ଅଗଷ୍ଟ ୧୭ ତାରିଖରେ ହେବ ଓଟିଇଟି ପରିକ୍ଷା

ଭୁବନେଶ୍ବର: ଆସନ୍ତା ୯ ତାରିଖରେ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ହେବ ନାହିଁ। ଏହି ପରୀକ୍ଷା ଆସନ୍ତା ୧୭ ତାରିଖ (ଶନିବାର) ହେବ। ଅଗଷ୍ଟ ୯ ତାରିଖ ଦିନ ମାଟ୍ରିକ୍‌ ସପ୍ଲିମେଣ୍ଟାରି ପରୀକ୍ଷା ଥିବା ଯୋଗୁଁ ଓଟିଇଟି ପରୀକ୍ଷା ତାରିଖରେ…

ଦଶରଥପୁରରେ ଫେଲ ମାରିଛି ପ୍ରାଥମିକ ଶିକ୍ଷା ବ୍ୟବସ୍ଥା

ଦଶରଥପୁର ୨୪/୭ (ମନୋରଞ୍ଜନ ମଲ୍ଲିକ): ସରକାର ପ୍ରାଥମିକ ଶିକ୍ଷାର ବିକାଶ ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ନେଇ ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବ କ୍ଷେତ୍ରରେ ଏହା କେବଳ ପ୍ରଚାର ପ୍ରସାରରେ ସିମିତ ରହୁଥିବା ନେଇ ଦେଖିବା ପାଇଁ ମିଳିଛି…

ରତ୍ନ ଭଣ୍ଡାର ଗଣତି , ମଣତି ପାଇଁ ଏସ୍ଓପି ପ୍ରସ୍ତୁତ

କଟକ: ରତ୍ନଭଣ୍ଡାର ଗଣତି, ମଣତି ନେଇ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗଣତି, ମଣତି ଏସଓପି ପ୍ରସ୍ତୁତ ସରିଛି। ଏଏସଆଇ ମରାମତି କରି ସାର୍ଟିଫିକେଟ୍‌ ଦେବା ପରେ ଗଣତି, ମଣତି ହେବ।…

କାଠମାଣ୍ଡୁରେ ବିମାନ ଦୁର୍ଘଟଣା

କାଠମାଣ୍ଡୁ: ନେପାଳର କାଠମାଣ୍ଡୁରେ ଥିବା ଟ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦର (ଟିଆଇଏ) ରେ ବିମାନ ଟେକ୍‌-ଅଫ୍‌ କରୁଥିବା ବେଳେ ସୌର୍ଯ୍ୟ ଏୟାରଲାଇନ୍ସର ସିଆର୍‌ଜେ-୨୦୦ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ୧୯ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୋଖରା ଅଭିମୁଖେ ଯାଉଥିବା ଉକ୍ତ ବିମାନରେ…

ରାଜ୍ୟ କ୍ୟାବିନେଟ୍ ର ଗୁରୁତ୍ଵପୂର୍ଣ୍ଣ ବୈଠକ ଆଜି

ଭୁବନେଶ୍ବର: ଆଜି ରାତି ୮ଟା ୩୦ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ରାଜ୍ୟ ବଜେଟ ଆସିବା ପୂର୍ବରୁ କ୍ୟାବିନେଟ ବୈଠକ ବସୁଥିବା ବେଳେ ଏହା ବେଶ ଗରୁତ୍ବପୂର୍ଣ୍ଣ ରହିବ। କ୍ୟାବିନେଟ ବୈଠକରେ…

ଆହୁରି ୩ ଦିନ ବର୍ଷିବ

ଭୁବନେଶ୍ୱର : ମଧ୍ୟପ୍ରଦେଶ ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଥିବା ଲଘୁଚାପ କ୍ଷେତ୍ର ଦୁର୍ବଳ ହୋଇଛି। କିନ୍ତୁ ଝାଡ଼ଖଣ୍ଡ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଆଉ ଏକ ଘୂୂର୍ଣ୍ଣିବଳୟ ସକ୍ରିୟ ରହିଛି। ଆଜି ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ…

ରାଜ୍ୟରେ ନୂଆ ନିର୍ବାଚନ ଅଧିକାରୀ ନିଯୁକ୍ତ

ଭୁବନେଶ୍ୱର: ଆଇଏଏସ୍ ଅଫିସର ଆର ସନ୍ଥ ଗୋପାଳନ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ପଦବୀରେ ନିଯୁକ୍ତି ପାଇଛନ୍ତି। ୨୦୦୧ ମସିହାର ଏହି ଆଇଏଏସ୍ ଅଫିସରଙ୍କୁ ରାଜ୍ୟର ନୂଆ ନିର୍ବାଚନ କମିସନର ଭାବେ ନିଯୁକ୍ତି କରାଯାଇଛି। ଏ ନେଇ ଭାରତୀୟ ନିର୍ବାଚନ…

ରାଜ୍ୟରେ ବନ୍ୟା ଆଶଙ୍କା ନାହିଁ – ଜଳ ସମ୍ପଦ ମୁଖ୍ୟ ଯନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ବନ୍ୟା ଆଶଙ୍କା ନାହିଁ ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗ ମୁଖ୍ୟ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି। ସେ ଆହୁରି କହିଛନ୍ତି ଅଧିକ ବର୍ଷା ହେଲେ ରାଜ୍ୟ ପାଇଁ ଭଲ। ରାଜ୍ୟରେ ଥିବା ଡ଼୍ୟାମ ସ୍ଥିତି ବର୍ତ୍ତମାନ ସୁଦ୍ଧା…