ରାହୁଲଙ୍କୁ ଆଇପିଏଲ୍ ଫେରିବା ନେଇ ଚର୍ଚ୍ଚା
ମୁମ୍ବାଇ: ବିଶ୍ବକପରେ ଟିମ ଇଣ୍ଡିଆକୁ ବିଜୟୀ କରାଇବା ପରେ ସରିଛି ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ । ଆଗକୁ ଦ୍ରବିଡ କଣ କରିବେ ସେନେଇ ଚର୍ଚ୍ଚା ଚାଲିଛି । ଏହାରି ଭିତରେ ଶୁଣିବାକୁ ମିଳୁଛି ସେ ଫେରିବେ ଆଇପିଏଲକୁ । ପୁଣି ସମ୍ଭାଳିବେ…
ବଜେଟ ରେ ଓଡିଶା ପାଇଁ ଦୁଇ ବଡ଼ ଘୋଷଣା
ନୂଆଦିଲ୍ଲୀ: ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ବାରା କ୍ରମାଗତ ସପ୍ତମ ଥର ପାଇଁ କେନ୍ଦ୍ର ବଜେଟ୍ ୨୦୨୪-୨୫ ଆଗତ କରାଯାଇଛି। ଏଥର ବଜେଟ୍ରେ ବିହାର ଓ ଆନ୍ଧ୍ର ପ୍ରଦେଶ ପାଇଁ ଅନେକ ଘୋଷଣା କରାଯାଇଥିବା ବେଳେ ଓଡ଼ିଶା ପରିପ୍ରେକ୍ଷୀରେ ପର୍ଯ୍ୟଟନ…
ଆହୁରି ୩ ଦିନ ବର୍ଷିବ
ଭୁବନେଶ୍ୱର : ମଧ୍ୟପ୍ରଦେଶ ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଥିବା ଲଘୁଚାପ କ୍ଷେତ୍ର ଦୁର୍ବଳ ହୋଇଛି। କିନ୍ତୁ ଝାଡ଼ଖଣ୍ଡ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଆଉ ଏକ ଘୂୂର୍ଣ୍ଣିବଳୟ ସକ୍ରିୟ ରହିଛି। ଆଜି ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ…
ଖେଲୋ ଇଣ୍ଡିଆକୁ ୯୦୦ କୋଟି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ସବୁବେଳେ କ୍ରୀଡା ପ୍ରତି ଧ୍ୟାନ ଦେଇଆସୁଛନ୍ତି। ଏଭଳି ପରିସ୍ଥିତିରେ ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟରେ ମଧ୍ୟ କ୍ରୀଡା ସମ୍ବନ୍ଧରେ ବଡ ବ୍ୟୟ ବରାଦ କରାଯାଇଛି। ବଜେଟ୍ ୨୦୨୪-୨୫ରେ କ୍ରୀଡାକୁ ପ୍ରୋତ୍ସାହିତ କରିବା ପାଇଁ…
ନିଟ୍ ପେପର ଲିକ୍: ପରୀକ୍ଷା ଆଉ ଅନୁଷ୍ଠିତ ହେବ ନାହିଁ – ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ନିଟ୍ ପେପର ଲିକ୍ ମାମଲାରେ ପୁଣି ପରିକ୍ଷା ଦାବି କରୁଥିବା ଆବେଦନର ଶୁଣାଣି ସୁପ୍ରିମକୋର୍ଟରେ ଶେଷ ହୋଇଛି। ପୁନର୍ବାର ପରୀକ୍ଷା ନକରିବାକୁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ହାଜାରୀବାଗରେ ପେପର ଲିକ୍ ହୋଇଥିଲା। ତେବେ ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ…
ରାଜ୍ୟରେ ନୂଆ ନିର୍ବାଚନ ଅଧିକାରୀ ନିଯୁକ୍ତ
ଭୁବନେଶ୍ୱର: ଆଇଏଏସ୍ ଅଫିସର ଆର ସନ୍ଥ ଗୋପାଳନ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ପଦବୀରେ ନିଯୁକ୍ତି ପାଇଛନ୍ତି। ୨୦୦୧ ମସିହାର ଏହି ଆଇଏଏସ୍ ଅଫିସରଙ୍କୁ ରାଜ୍ୟର ନୂଆ ନିର୍ବାଚନ କମିସନର ଭାବେ ନିଯୁକ୍ତି କରାଯାଇଛି। ଏ ନେଇ ଭାରତୀୟ ନିର୍ବାଚନ…
ରାଜ୍ୟରେ ବନ୍ୟା ଆଶଙ୍କା ନାହିଁ – ଜଳ ସମ୍ପଦ ମୁଖ୍ୟ ଯନ୍ତ୍ରୀ
ଭୁବନେଶ୍ୱର : ରାଜ୍ୟରେ ବନ୍ୟା ଆଶଙ୍କା ନାହିଁ ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗ ମୁଖ୍ୟ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି। ସେ ଆହୁରି କହିଛନ୍ତି ଅଧିକ ବର୍ଷା ହେଲେ ରାଜ୍ୟ ପାଇଁ ଭଲ। ରାଜ୍ୟରେ ଥିବା ଡ଼୍ୟାମ ସ୍ଥିତି ବର୍ତ୍ତମାନ ସୁଦ୍ଧା…
୨୦୩୬ ସୁଦ୍ଧା ଓଡ଼ିଶା ହେବ ବିକଶିତ।
ଭୁବନେଶ୍ବର: ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ କରିବାକୁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ। ଆସନ୍ତା ୫ବର୍ଷ ମଧ୍ୟରେ ରାଜ୍ୟ ସରକାର ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ଶିଳ୍ପ, କ୍ରୀଡ଼ା, ନିଯୁକ୍ତି, ଗମନାଗମନ, ପୁଞ୍ଜିନିବେଶ, ପର୍ଯ୍ୟଟନ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବେ। ୨୦୩୬ରେ ଓଡ଼ିଶା…
ସରକାରୀ ଦଳ ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକ ନିଯୁକ୍ତ।
ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ସରକାରୀ ଦଳ ମୁଖ୍ୟ ସଚେତକ ଓ ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ସରକାରୀ ଦଳ ଉପ ମୁଖ୍ୟ ସଚେତକ ନିଯୁକ୍ତ ହେଲେ।
ଓଡିଶା ନଟ୍ ଆଉଟ୍ ର ନୂଆ ୱେବ ପୋର୍ଟାଲ
ପ୍ରଣାମ, ଆଜି ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର ତଥା ପ୍ରଭୁ ଶିବଙ୍କର ଜଳାଭିଷେକ ଅବସରରେ ଆମେ “Odisha NOT OUT” ନାମରେ ଏକ web news portal ଆରମ୍ଭ କରିବାକୁ ଯାଉଅଛୁ। ସତ୍ୟ ଓ ତଥ୍ୟ ସହିତ ସଠିକ କଥା…