Oplus_131072

ମୁମ୍ବାଇ: ବିଶ୍ବକପରେ ଟିମ ଇଣ୍ଡିଆକୁ ବିଜୟୀ କରାଇବା ପରେ ସରିଛି ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ । ଆଗକୁ ଦ୍ରବିଡ କଣ କରିବେ ସେନେଇ ଚର୍ଚ୍ଚା ଚାଲିଛି । ଏହାରି ଭିତରେ ଶୁଣିବାକୁ ମିଳୁଛି ସେ ଫେରିବେ ଆଇପିଏଲକୁ । ପୁଣି ସମ୍ଭାଳିବେ ମୁଖ୍ୟକୋଚ୍ ଦାୟିତ୍ବ । ଏଥିପାଇଁ ବିଭିନ୍ନ ଫ୍ରାଞ୍ଚାଇଜ୍ ରାହୁଲଙ୍କ ଯୋଗାଯୋଗ କରୁଥିବା ଜଣାପଡିଛି । କୋଲକତା ଟିମ ମେଂଟର ପଦ ଛାଡିବା ପରେ ଗୌତମଙ୍କ ବିକଳ୍ପ ଖୋଜୁଛନ୍ତି କେକେଆର ମାଲିକ ଶାହରୁଖ ଖାନ । ସେହିପରି ରାଜସ୍ଥାନ ରୟାଲ୍ସ ଏହାର ମୁଖ୍ୟ କୋଚ ପଦ ରାହୁଲଙ୍କୁ ଦେବାକୁ ଚାହୁଁଛି ।

Leave a Reply

Your email address will not be published. Required fields are marked *