Month: January 2025

‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାରେ ଅଧପନ୍ତରିଆ କାମ ଶେଷ ହେବ

ଭୁବନେଶ୍ବର: ରାଜ୍ୟ ସରକାର ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନାରେ ରାଜ୍ୟ ସରକାର ବର୍ଷକୁ ହଜାରେ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଘୋଷଣା କରିସାରିଛନ୍ତି। ତେଣୁ…

ଫେବ୍ରୁଆରି ୨ରେ ସରସ୍ବତୀ ପୂଜା, ରଥକାଠ ଅନୁକୂଳ

ଶ୍ରୀମନ୍ଦିରରେ ଫେବ୍ରୁଆରି ୨ ତାରିଖରେ ଶ୍ରୀପଞ୍ଚମୀ ନୀତି ଓ ସରସ୍ବତୀ ପୂଜା ଅନୁଷ୍ଠିତ ହେବ। ଏହିଦିନ ରଥକାଠ ମଧ୍ୟ ଅନୁକୂଳ ହେବ। ଏ ନେଇ ନୀତିକାନ୍ତି ଚୂଡ଼ାନ୍ତ…

ସୁନା ୮୩ ହଜାର ଟପିଲା: ରୁପା କେଜି ଲକ୍ଷେ ୬ ହଜାର

ଭୁବନେଶ୍ବର: ସୁନା ଦାମ୍‌ରେ ଦେଖାଦେଇଥିବା ବୃଦ୍ଧିର ଧାରା ଜାରି ରହିଛି। ଭୁବନେଶ୍ବରରେ ୨୨ କ୍ୟାରେଟ୍‌ ସୁନାର ୧୦ ଗ୍ରାମ୍ ପିଛା ଦାମ୍ ଗୁରୁବାର ୧୫୦ ଟଙ୍କା ବୃଦ୍ଧି…

ସ୍ଥାୟୀ ନିଯୁକ୍ତି ଦାବି କଲେ ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ

ସ୍ଥାୟୀ ନିଯୁକ୍ତି ଦାବିରେ ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀମାନେ ଆସନ୍ତା ୨ ତାରିଖରୁ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି। ଏହି କାର୍ଯ୍ୟକ୍ରମ…

ସଂସଦ ବଜେଟ ଅଧିବେଶନ ପୂର୍ବରୁ ଆଜି ବସିଛି ସର୍ବଦଳୀୟ ବୈଠକ

ଆସନ୍ତାକାଲିଠୁ ପାର୍ଲାମେଣ୍ଟ କେନ୍ଦ୍ର ବଜେଟ ଅଧିବେଶନ । ତା’ପୂର୍ବରୁ ଆଜି ବସିଥିଲା ସର୍ବଦଳୀୟ ବୈଠକ । ଚଳିତ ବଜେଟ ଅଧିବେଶନ କିପରି ଶାନ୍ତି ଶୃଙ୍ଖଳାରେ ସୁରୁଖୁରୁରେ ଚାଲିପାରିବ…

ଆମେରିକା ବିମାନ ଦୁର୍ଘଟଣାରେ ୩ ସୈନ୍ୟଙ୍କ ସମେତ ୬୭ ମୃତ

ପୁଣି ଏକ ଭୟଙ୍କର ବିମାନ ଦୁର୍ଘଟଣା । ୱାଶିଂଟନ ଡିସିର ରିଗାନ ନ୍ୟାଶନାଲ ଏୟାରପୋର୍ଟ ନିକଟରେ ମଝି ଆକାଶରେ ଏକ ଯାତ୍ରୀବାହୀ ବିମାନ ଏକ ଆମେରିକୀୟ ସାମରିକ…

ମହାକୁମ୍ଭରେ ସମ୍ପୂର୍ଣ୍ଣ ବନ୍ଦ ହେଲା ଗାଡ଼ି ଚଳାଚଳ

ମହାକୁମ୍ଭ ଦଳାଚକଟା ଘଟଣା ପରେ ଯୋଗୀ ସରକାରଙ୍କ ବଡ଼ ପଦକ୍ଷେପ ନେଇଛନ୍ତି। ୫ ବଡ଼ ନିଷ୍ପତ୍ତି ନେଇଛନ୍ତି ଯୋଗୀ ସରକାର । ମହାକୁମ୍ଭରେ ଭିଭିଆଇପିଙ୍କ ପାସ୍‌ ଓ…

ବିକଶିତ ଗାଁ ବିକଶିତ ଓଡ଼ିଶା’ ପାଇଁ ଜାରି ହେଲା ଗାଇଡ୍‌ଲାଇନ୍‌

‘ବିକଶିତ ଗାଁ ବିକଶିତ ଓଡ଼ିଶା’ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଏନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମାର୍ଗଦର୍ଶିକା ଆଜି ବିଜ୍ଞପ୍ତି…

ଯାଜପୁର ଜିଲ୍ଲାପାଳ ଅଫିସ୍‌ ଆଗରେ ମହିଳାଙ୍କ ଗର୍ଜନ

ଯାଜପୁର ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ଶତାଧିକ ମହିଳାଙ୍କ ବିକ୍ଷୋଭ । ବିଭିନ୍ନ ଦଫା ଦାବି ନେଇ ମିଶନ ଶକ୍ତିର ହଜାର ହଜାର ମହିଳାଙ୍କ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି…

ରାଜଘାଟରେ ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୭୪ ତମ ପୂଣ୍ୟ ତିଥି ଅବସରରେ ବିଭିନ୍ନ ସ୍ଥାନରେ ସ୍ମୃତିସଭା ଅନୁଷ୍ଠିତ ହେଉଛି । ଏହି ଅବସରରେ ଆଜି ନୂଆଦିଲ୍ଲୀ ରାଜଘାଟ…