ଦରଦାମ୍ ଅଧିକ ରହିବା କାରଣରୁ ଲୋକମାନେ ପୋଷାକ, ଜୀବନଶୈଳୀ ଉତ୍ପାଦ, ଇଲେକ୍ଟ୍ରୋନିକ୍ସ ଓ ବାହାରେ ଖାଇବା ଭଳି ଅଣ ଅତ୍ୟାବଶ୍ୟକ ଖର୍ଚ୍ଚ କମ୍ ରହିଛନ୍ତି। ଷ୍ଟାର୍ଟଅପ୍ ଓ ଆଇଟି କ୍ଷେତ୍ରରେ କର୍ମଚାରୀ ଛଟେଇ ମଧ୍ୟ ଖୁଚୁରା ‌କ୍ଷେତ୍ରରେ ବିକ୍ରିକୁ ପ୍ରଭାବିତ କରିଛି। ପୋଷାକ ଷ୍ଟୋର୍‌ଠାରୁ ଆରମ୍ଭ କରି କାର୍‌ ସୋ’ରୁମ୍ ପର୍ଯ୍ୟନ୍ତ ଖୁଚୁରା ଷ୍ଟୋର୍‌ଗୁଡ଼ିକର ସମ୍ପ୍ରସାରଣ ପ୍ରଭାବିତ ହୋଇଛି।

Leave a Reply

Your email address will not be published. Required fields are marked *