ପବିତ୍ର ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶା ନଟ୍ ଆଉଟ୍ ପରିବାର ତରଫରୁ ଶୁଭେଚ୍ଛା ଓ ଶୁଭକାମନା। ଆମ ଦେଶର ଅଖଣ୍ଡତା ଓ ସାର୍ବଭୌମ ପ୍ରତି ଆମର ସମ୍ମାନ ଓ କର୍ତ୍ତବ୍ୟ ପ୍ରତି ସଜାଗ ଓ ସଚେତନ ରହିବା। ସମସ୍ତ ସ୍ଵାର୍ଥ ଉପରେ ଆମ ଦେଶର ସ୍ଵାର୍ଥକୁ ପ୍ରାଥମିକତା ଦେବା। ଦେଶର ସ୍ୱାଧୀନତା ତଥା ସୁରକ୍ଷା ପାଇଁ ଅମୂଲ୍ୟ ତ୍ୟାଗ ସହିଥିବା ବୀର ବରପୁତ୍ର ଓ ଶହୀଦମାନଙ୍କୁ ମୋର ଶ୍ରଦ୍ଧାଞ୍ଜଳି । ଏକତାର ବଳରେ, ଶାନ୍ତି ଓ ସୌହାର୍ଦ୍ଦ୍ୟ ପଥରେ ଆସନ୍ତୁ ସଭିଏଁ ବିକାଶର ଶିଖର ଛୁଇଁବା।
ଭାରତ ମାତା କି ଜୟ🙏🏻
ଜୟ ହିନ୍ଦ୍
ସୁଲଗ୍ନା ମହାନ୍ତି
ମୁଖ୍ୟ ସମ୍ପାଦକ

