ଜଗତଜନନୀ ଦୁର୍ଗତିନାଶିନୀ ମା ‘ଦୁର୍ଗାଙ୍କ ପବିତ୍ର ମହା ଅଷ୍ଟମୀ ଅବସରରେ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ. ମା ‘ଙ୍କ ଅପାର କରୁଣା ଓ ଆଶୀର୍ବାଦ ରୁ ଆମ ଜୀବନ ମଙ୍ଗଳ ମୟ ହେଉ ସମାଜରେ ଅସତ୍ୟ ଅନ୍ୟାୟ ଅନୀତି ଓ ଅରାଜକତା ଦୂର ହେଉ, ସତ୍ୟ ଓ ନ୍ୟାୟାର ମାର୍ଗ ପ୍ରଶସ୍ତ ହେଉ. ସିଦ୍ଧିଦାତ୍ରୀ ମା “ଙ୍କ ଚରଣାବିନ୍ଦରେ ଏତିକି କାମନା ଓ ପ୍ରାର୍ଥନା।

ସୁଲଗ୍ନା ମହାନ୍ତି 

ଓଡିଶା ନଟ ଆଉଟ

Leave a Reply

Your email address will not be published. Required fields are marked *