Oplus_131072

ଦଳୀୟ କର୍ମୀ ଓ ନେତାଙ୍କୁ ଉତ୍ସାହିତ କରିବେ ବ

ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ରେ ଶୋଚାନୀୟ ପରେ ବିଜୁ ଜନତ‌ା ଦଳ (ବିଜେଡି)ରେ ଜନ ଅସନ୍ତୋଷ ତେଜିଛି। ନେତା ଓ କର୍ମୀମାନେ  ଶୃଖଂଳାର ପରିସର ଭିତରେ ରହୁନାହାନ୍ତି। ପ୍ରତେକ ଦିନ ଗଣମାଧ୍ୟମରେ ଖୁଲମ ଖୋଲା ବୟାନ ରଖୁଛନ୍ତି, ଯାହାକି ଦଳକୁ ଅଧିକ ତଳକୁ ଟାଣି ନେଇଯିବାର ଆଶଙ୍କା ଉପୁଜିଛି। ଖାଲି ସେତିକି ନୁହେଁ, ରାଜ୍ୟସଭା ସଦସ୍ୟ ଭାବେ ମମତା ମହାନ୍ତ ଦଳ ଛାଡିବା ପରେ ଦଳପତିଙ୍କର ଚିନ୍ତା ବଢ଼ିଯାଇଛି। ଆଉ କିଏ ମମତାଙ୍କ ପଦାଙ୍କ ଅନୁକରଣ କରିବେନି ତ? କେମିତି ସମସ୍ତଙ୍କୁ ନେଇ ଆଗକୁ ବଢିବେ? ଏଭଳି ସ୍ଥିତିରେ, ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ୩ ମାସ ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଇଦାନକୁ ଓହ୍ଲାଇେବେ।  ସେ ଆସନ୍ତା ନଭେମ୍ୱର ମାସରୁ ପ୍ରତି ଜିଲ୍ଲାରେ ସମାବେଶ କରି ଦଳୀୟ କର୍ମୀ ଓ ନେତାଙ୍କ ଜୋସ ବଢାଇବେ। ଦଳର ସଂଗଠନ କେମିତି ଆଗକୁ ବଢିବ, ଦଳର ଆଗାମୀ ଆଭିମୁଖ୍ୟ ସଂପର୍କରେ ଅବଗତ କରିବେ

Leave a Reply

Your email address will not be published. Required fields are marked *