ଓଡିଶା ଦିବସ ଉପଲକ୍ଷେ ସମସ୍ତଙ୍କୁ ହାର୍ଦିକ ଅଭିନନ୍ଦନ ଓ ଅନେକ ଅନେକ ଶୁଭେଚ୍ଛା.
ଆଜିର ଦିନଟି ହେଉଛି ଆମ ଓଡ଼ିଆ ମାନଙ୍କ ପାଇଁ ଏକ ଗର୍ବର ଦିନ. ଆମେ ଓଡ଼ିଆ, ଆମ ଭାଷା ଓଡ଼ିଆ,ଆମେ ଆଜି ଗର୍ବ କରୁଛେ ଆମର ସେହି ବୀର ପୁରୁଷ ମାନଙ୍କ ପାଇଁ, ଯେଉଁମାନେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିବାରେ ନିଜର ବଳିଦାନ ପ୍ରଦାନ କରିଥିଲେ.
ଆସନ୍ତୁ, ସମସ୍ତେ ମିଶି ଆଜି ସଂକଳ୍ପ ନେବା. ସ୍ୱାଭିମାନୀ ହେବା. ମୁଣ୍ଡ ନୂଆଇଁବା ନାହିଁ ଅଥବା ନିଜକୁ କାହା ପାଖରେ ବିକ୍ରି କରିବା ନାହିଁ. ଏକ ନୂତନ ସ୍ୱାଭିମାନୀ ଓଡିଶା ଗଠନରେ ନିଜକୁ ସମର୍ପିତ କରିବା. ଆମ ବୀର ପୁରୁଷ ମାନଙ୍କ ପାଇଁ ଏହାହିଁ ହେବ ଆମ ସମସ୍ତଙ୍କର ବିନମ୍ର ଶ୍ରଦ୍ଧାଞ୍ଜଳି….
ବନ୍ଦେ ଉତ୍କଳ ଜନନୀ

ସୁଲଗ୍ନା ମହାନ୍ତି  

ଓଡିଶା ନଟ ଆଉଟ
🙏🙏🙏🙏🙏🙏

Leave a Reply

Your email address will not be published. Required fields are marked *