ଚଳିତ ବର୍ଷ ଆଇଏସସିର ପରୀକ୍ଷା ୧୩ ଫେବୃଆରୀରୁ ୫ ଅପ୍ରେଲ ୨୦୨୫ ପର୍ଯ୍ୟନ୍ତ ଅୟୋଜନ କରାଯାଇଥିଲା। ଏଥିସହ ଆଇସିଏସଇର ପରୀକ୍ଷାଗୁଡ଼ିକ ୧୮ ଫେବୃଆରୀରୁ ୨୭ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିଥିଲା। ମୋଟ ୯୯,୫୫୧ ଜଣ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ, ଯେଉଁଥିରୁ ୯୮୫୭୮ ଜଣ ପ୍ରାର୍ଥୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ପୁଅଙ୍କ ପାସ୍ ହାର ୯୮.୬୪ ପ୍ରତିଶତ ଥିବା ବେଳେ ଝିଅଙ୍କ ପାସ୍ ହାର ରହିଛି ୯୯.୪୫ ପ୍ରତିଶତ