ସ୍ଥାୟୀ ନିଯୁକ୍ତି, ମହାସଂଘ ପୁନଃ ଗଠନରେ ସଂଶୋଧନ ଭଳି ୬ ଦଫା ଦାବି ନେଇ ପ୍ରତିବାଦ କରିଛନ୍ତି । ଦାବିପତ୍ର ପ୍ରଦାନ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଛନ୍ତି । ଏହି ଆନ୍ଦୋଳନରେ ୫ ହଜାରରୁ ଉର୍ଦ୍ଧ୍ୱ ମିଶ ଶକ୍ତି ସଦସ୍ୟା ।