ଆସନ୍ତା ୨୦୨୭ରେ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନକୁ କିପରି ସୁରୁଖୁରରେ ସମାପନ ହେବ ଏହା ତାଙ୍କ ପାଇଁ ଗୁରୁ ଦାୟିତ୍ୱ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ନୂତନ କମିଶନର ମଧୁସୂଦନ ପାଢ଼ୀ ।