Oplus_131072

ରାଉରକେଲା: ରେଳଷ୍ଟେସନର ପାର୍ସଲ କାର୍ଯ୍ୟାଳୟରେ ରାତି ପ୍ରାୟ ସାଢ଼େ ୧୨ଟାରେ ଅଗ୍ନିକାଣ୍ଡ ଘଟିଛି। ନିଆଁରେ କିଛି ପାର୍ସଲ ଜଳିଯାଇଥିବା ଜଣାପଡିଛି। କେଉଁ କାରଣରୁ ଏହି ନିଆଁ ଲାଗିଛି ତାହା ସ୍ପଷ୍ଟ ହୋଇନି। ଆରପିଏଫ ଯବାନ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ କାବୁ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ତେବେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *