ନୂତନ ବର୍ଷ ୨୦୨୫ ଆପଣଙ୍କ ପାଇଁ ସୁଖ, ଶାନ୍ତି ଓ ସମୃଦ୍ଧିର ବର୍ଷ ହେଉ। ନୂତନ ବର୍ଷ ଭଲ କାମ କରିବା ପାଇଁ ଏକ ସଂକଳ୍ପର ବର୍ଷ ହେଉ। ଆମ ମଧ୍ୟରେ ମୈତ୍ରୀ ଓ ସଦଭାବନା ଜାରି ରହୁ।
ମହାପ୍ରଭୁ ଜଗନ୍ନାଥ ଓ ଭଗବାନ ଶିବଙ୍କ ଆଶିଷ ଲାଭ କରନ୍ତୁ। ଆପଣଙ୍କ ସୁସ୍ଥ ଓ ନିରୋଗ ଜୀବନ କାମନା କରୁଛୁ।
ସୁଲଗ୍ନା ମହାନ୍ତି
ମୁଖ୍ୟ କାର୍ଯ୍ୟନିର୍ବାହୀ ,ଓଡ଼ିଶା ନଟ ଆଉଟ