Oplus_131072

ପ୍ରେମ, ତ୍ୟାଗ, ପତିବ୍ରତ ତଥା ଓଡ଼ିଆ ସଂସ୍କୃତିରେ  ନାରୀଙ୍କ ଦ୍ୱାରା ପାଳିତ ଅନନ୍ୟ ପରମ୍ପରା ପବିତ୍ର ସାବିତ୍ରୀ ଅମାବାସ୍ୟା ତଥା ସାବିତ୍ରୀ ଓଷା ଅବସରରେ ସମସ୍ତ ଗୃହଲକ୍ଷ୍ମୀଙ୍କୁ  odisha Not Out  ତରଫରୁ ଶୁଭେଚ୍ଛା ଓ ଶୁଭକାମନା ।

ସୁଲଗ୍ନା ମହାନ୍ତି 

Leave a Reply

Your email address will not be published. Required fields are marked *