ଆଜି ମହାପ୍ରଭୁଙ୍କ ବାହୁଡାଯାତ୍ରା । ଭାଇ,ଭଉଣୀଙ୍କ ସହ ଜନ୍ମବେଦୀରୁ ନୀଳକନ୍ଦର ଫେରିବେ ଜଗତକର୍ତ୍ତା। ଏହି ପରମ ପବିତ୍ର ଅବସରରେ ସମସ୍ତଙ୍କୁ ଶୁଭକାମନା। କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଆସ୍ଥା ଓ ବିଶ୍ବାସର ଏହି ଦିବ୍ୟ ଯାତ୍ରା ଅବସରରେ ସମସ୍ତଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳମୟ ଜୀବନ କାମନା କରୁଛି।
ଜୟ ଜଗନ୍ନାଥ🙏
ସୁଲଗ୍ନା ମହାନ୍ତି, ଓଡ଼ିଶା ନଟ୍ ଆଉଟ୍
