Month: August 2024

ରାଜ୍ୟରେ ଆଉ ନୂଆ ମଦ ଦୋକାନ ଖୋଲାଯିବ ନାହିଁ।

ଭୁବନେଶ୍ବର: ରାଜ୍ୟରେ ଆଉ ନୂଆ ମଦ ଦୋକାନ ଖୋଲାଯିବ ନାହିଁ। ଏନେଇ ସରକାର ନିଷ୍ପତ୍ତି ନେଇଛନ୍ତି। ଏସମ୍ପର୍କରେ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବଡ଼ ଘୋଷଣା…

ଆରପାରିରେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ।

ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସସିଷ୍ଟ) ନେତା ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କର ପରଲୋକ ଘଟିଛି। ଗୁରୁବାର ସକାଳ ପ୍ରାୟ ସାଢ଼େ ୮ଟାରେ କଲକାତାଠାରେ ୮୦…

ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ।

ଆଇଏଏସସ୍ତରରେ ବଡ଼ଧରଣର ଅଦଳବଦଳ ହୋଇଛି। ୧୯ ଜିଲ୍ଲାରେ ନୂଆ ଜିଲ୍ଲାପାଳ ନିଯୁକ୍ତ ହୋଇଛନ୍ତି । ବିଜୟ କୁମାର ଦାଶ ଗଜପତି, ସ୍ମୃତିରଞ୍ଜନ ପ୍ରଧାନ କେନ୍ଦ୍ରାପଡ଼ା, ପାରୁଲ ପଟୱାରି…

ବଦଳିଲେ ଯାଜପୁର ଜିଲ୍ଲାପାଳ।

ବଦଳିଲେ ଯାଜପୁର ଜିଲ୍ଲାପାଳ।ପି ଅନ୍ୱେଷା ରେଡି ଯାଜପୁର ଜିଲ୍ଲାର ନୂତନ ଜିଲ୍ଲାପାଳ। ନିର୍ବାଚନର କିଛି ଦିନ ପୂର୍ବରୁ ନିଖିଲ ପବନ କଲ୍ୟାଣ ଜିଲ୍ଳାପାଳ ଭାବରେ ଯୋଗ ଦେଇଥିବା…

ଯୁକ୍ତ ଦୁଇ ସ୍ପଟ୍ ନାମ ଲେଖା ପାଇଁ ବିଜ୍ଞପ୍ତି।

ଭୁବନେଶ୍ବର: ଯୁକ୍ତ ଦୁଇ ସ୍ପଟ୍ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ସୋମବାର ଅର୍ଥାତ ଅଗଷ୍ଟ ୧୨ ତାରିଖରେ ସ୍ପଟ୍ ନାମଲେଖା ପାଇଁ ଛାତ୍ରଛାତ୍ରୀ ଆବେଦେନ…

ଶେଖ ହସିନାଙ୍କ ପନ୍ଦର ବର୍ଷ ଶାସନର ଅବସାନ।

ନୂଆଦିଲ୍ଲୀ: ବାଂଲାଦେଶ ରାଜନୈତିକ ଇତିହାସରେ ସର୍ବାଧିକ କ୍ଷମତାରେ ରହିଥିବା ପ୍ରଧାନମନ୍ତ୍ରୀ ହେଉଛନ୍ତି ଶେଖ ହସିନା। ସେ ପ୍ରାୟ ୧୫ ବର୍ଷରୁ ଅଧିକ ସମୟ ଧରି କ୍ଷମତାରେ ରହିବା…

ଜାମ୍ମୁକାଶ୍ମୀର ଡିଜିପି ହେଲେ ଓଡ଼ିଶା ପୁଅ ରଶ୍ମି ରଂଜନ ସ୍ବାଇଁ।

ନୂଆଦିଲ୍ଳୀ : ଓଡ଼ିଶା ପୁଅ ତଥା ବରିଷ୍ଠ ଆଇପିଏସ୍ ଅଧିକାରୀ ରଶ୍ମୀରଞ୍ଜନ ସ୍ୱାଇଁ ହେଲେ ଜାମ୍ମୁକାଶ୍ମୀର ଡିଜିପି। ରଶ୍ମୀରଞ୍ଜନଙ୍କ ନିଯୁକ୍ତି ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି…

ରାଜ୍ୟରୁ ହଟିଲା 5T ଚାର୍ଟିଂ ଓ ମୋ ସରକାର।

ସରକାରୀ କର୍ମଚାରୀଙ୍କ ଗୁପ୍ତ ଚରିତ୍ର ପଞ୍ଜିକାରୁ ହଟିଲା ଫାଇଭ୍‌-ଟି ଚାର୍ଟର । ଫାଇଭ୍‌-ଟି ଚାର୍ଟର ହଟାଇଛନ୍ତି ରାଜ୍ୟ ସରକାର । ଏବେ ଏହାର କୌଣସି ଆବଶ୍ୟକତା ନଥିବା…

ଦିନେଶ ଫୋଗଟଙ୍କ ଅଧାରେ ରହିଗଲା ପଦକ ସ୍ଵପ୍ନ।

ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସ ୧୨ ଦିନରେ ପହଞ୍ଚିଥିବା ବେଳେ ଆଜି ଅଲିମ୍ପିକ୍ ଗେମ୍ସରେ ଏକ କୁସ୍ତି ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଥିବା ପ୍ରଥମ ଭାରତୀୟ ମହିଳା ଭିନେଶ…