Month: August 2024

ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀକୁ ହତ୍ୟା କଲା ଭାଇ ।

ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀକୁ ହତ୍ୟା । ଏଭଳି ଜଘନ୍ୟକାଣ୍ଡ ଘଟିଛି ବ୍ରହ୍ମପୁର ବଡ଼ବଜାର ଥାନା ଜଗନ୍ନାଥବିହାର ଅଞ୍ଚଳରେ । ୧୩ ବର୍ଷର ସମ୍ପର୍କୀୟ ଭଉଣୀକୁ ଖଣ୍ଡାରେ ହାଣି…

ଦଳୀୟ ସ୍ବାର୍ଥ ନୁହେଁ, ବ୍ୟକ୍ତିଗତ ସ୍ବାର୍ଥକୁ ଗୁରୁତ୍ବ ମିଳୁଛି: ତାରା

ଭୁବନେଶ୍ବର: ଷ୍ଟିୟରିଂ କମିଟି ଗଠନ ହେବା ପରେ କଂଗ୍ରେସରେ ଅସନ୍ତୋଷ ଭୀଷଣ ରୂପ ନେଇଛି। ଗତକାଲି ବିଜୟ ପଟ୍ଟନାୟକ ଦଳ ଛାଡ଼ିଥିଲେ। ଆଜି ଦଳର ଏକାଧିକ ନେତା…

କଟକ ବଡ଼ ମେଡିକାଲରେ ଦୁଇ ରୋଗୀଙ୍କୁ ଦୁଷ୍କର୍ମ ଘଟଣା: ଡାକ୍ତରଖାନାରେ ପହଞ୍ଚିଲେ ଡିଏମଇଟିର ୩ଜଣିଆ ଟିମ୍, ତଦନ୍ତ କରିବା ସହ ସୁପରିଟେଣ୍ଡେଣ୍ଟ ଓ ଡିନଙ୍କ ସହ କଲେ ଆଲୋଚନା

କଟକ ବଡ଼ ମେଡିକାଲରେ ରୋଗୀଙ୍କୁ ଦୁଷ୍କର୍ମ ଘଟଣାରେ ତଦନ୍ତ ପାଇଁ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଟିମ୍। ଗତକାଲି ତଦନ୍ତ ନିର୍ଦ୍ଦେଶ ପରେ ଆଜି ଏସସିବିରେ ପହଞ୍ଚି ତଦନ୍ତ…

ବଢ଼ିବ ପିଏମ୍ ଆବାସ ଟଙ୍କା

ଭୁବନେଶ୍ବର: ବଢିବ ପିଏମ୍ ଆବାସ ଟଙ୍କା। ପିଏମ୍ ଆବାସ୍ ଯୋଜନାରେ ହିତାଧିକାରୀଙ୍କୁ ମିଳୁଥିବା ସହାୟତା ରାଶିର ପରିମାଣ ବୃଦ୍ଧି ପାଇବ। ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ…

ପୀଡିତା ଡାକ୍ତରଙ୍କ ଦେହରେ ଥିଲା ୧୪ରୁ ଅଧିକ କ୍ଷତ ଚିହ୍ନ, ସାମ୍ନାକୁ ଆସିଲା ବ୍ୟବଚ୍ଛେଦ ରିପୋର୍ଟ

କୋଲକାତା ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଚାରିଆଡେ ବିରୋଧ ଜାରି ରହିଛି। ଏହାର ପ୍ରତିବାଦରେ ସାରା ଦେଶରେ ନିଆଁ ଜଳୁଛି। ଏହାରି ଭିତରେ ସାମ୍ନାକୁ…

ବନ୍ଧୁକ ମୁନରେ ୫ ଲକ୍ଷ ଲୁଟ

ରାଜଧାନୀରେ ବଡ଼ ଧରଣର ଡକାୟତି। ବନ୍ଧୁକ ମୁନରେ ଲୁଟିନେଲେ ୫ ଲକ୍ଷ ଟଙ୍କା। କୋରିଅର ସଂସ୍ଥାର କାର୍ଯ୍ୟାଳୟରେ ସଶସ୍ତ୍ର ଡକାୟତି ହୋଇଛି। ଟମାଣ୍ଡୋ ଥାନା ଭଗବାନପୁର ଅଞ୍ଚଳରୁ…

ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା: ରାସ୍ତାରେ ରୋଗୀ ସେବା କଲେ ଡାକ୍ତର

ନୂଆଦିଲ୍ଳୀ: ରାସ୍ତାରେ ଡାକ୍ତରଙ୍କ ରୋଗୀ ସେବା । କୋଲାକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ଏପରି ପ୍ରତିବାଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ଜୁନିୟର ଡାକ୍ତର।…

ସ୍ନେହ, ଶ୍ରଦ୍ଧା ଓ ସମ୍ମାନର ପ୍ରତିକ ରାକ୍ଷୀ।

(ସୁଲଗ୍ନା ମହାନ୍ତି) : ଓଡିଆଙ୍କର ବାରମାସରେ ତେର ପର୍ବ। ଏସବୁ ପର୍ବର ଉତ୍ପତ୍ତି କିଛିଟା ଶାସ୍ତ୍ରୀୟ, କିଛିଟା ଲୋକାଚାରଜନିତ ବା କିଂବଦନ୍ତି ଆଧାରିତ। ସେହିପରି ଏକ ପ୍ରସିଦ୍ଧ…

ଭୁବନେଶ୍ୱରରେ ଡେଙ୍ଗୁ ବିଭିଷିକା:ଚେତିବେ କି ସରକାର

ଭୁବନେଶ୍ୱରରେ ଡେଙ୍ଗୁ ବିଭୀଷିକା ଦେଖାଦେଇଛି। ସଂକ୍ରମଣ ସଂଖ୍ୟା ବଢିଚାଲିଛି। ଡେଙ୍ଗୁ ସ୍ଥିତି ଜଟିଳ ହେଉଛି। କେବେ ସରକାରଙ୍କ ଚେତା ପଶିବ। କେବେ ସରକାର ଡେଙ୍ଗୁ ସଂକ୍ରମଣରେ ରୋକ…