ଗଡ଼ମଧୁପୁର କାଇଁଚ ହସ୍ତଶିଳ୍ପ ପୁଞ୍ଜ ର ମହିଳା ହସ୍ତଶିଳ୍ପ କାରିଗର ଙ୍କ ପାଇଁ ସାଧାରଣ ସୁବିଧା କେନ୍ଦ୍ର ଉଦଘାଟିତ
ଯାଜପୁର -ତା 22.9.24 ରିଖ ଗତକାଲି ଧର୍ମଶାଳା ବ୍ଲକ ଅନ୍ତର୍ଗତ ଗଡ଼ମଧୁପୁର ଠାରେ ଥିବା କାଇଁଚ ପୁଞ୍ଜର ମହିଳା ହସ୍ତଶିଳ୍ପ କାରିଗରଙ୍କ ପାଇଁ ସାଧାରଣ ସୁବିଧା କେନ୍ଦ୍ର(Common facility Centre )ଯାହାକି OMBADC ଆର୍ଥିକ ସହାୟତାରେ ନିର୍ମିତ ହୋଇଛି, ତାର ଶୁଭ…