Month: October 2024

ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନାଏବ ସିଂ ସୈନୀ

ହରିୟାଣାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ବିଜେପି ନେତା ନୟାବ ସିଂ ସୈନି। ଆଜି ହରିୟାଣାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରି ଶୀର୍ଷ ପଦବୀରେ ସେ…

ବଦଳିଲା ରେଲୱେ ଟିକଟ ରିଜର୍ଭେସନ ନିୟମ; ୧୨୦ ଦିନ ବଦଳରେ ୬୦ ଦିନ ପୂର୍ବରୁ ହେବ ଟିକେଟ୍ ବୁକ୍

ଭାରତୀୟ ରେଲୱେ ଟିକଟ ନିୟମରେ ବଡ ପରିବର୍ତ୍ତନ ହୋଇଛି । ଏବେ ୧୨୦ ଦିନ ବଦଳରେ ୬୦ ଦିନ ପୂର୍ବରୁ ଟିକେଟ୍ ବୁକ୍ କରି ପାରିବେ ଯାତ୍ରୀ…

ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ସଞ୍ଜୀବ ଖାନ୍ନାଙ୍କ ନାମ ସୁପାରିସ କଲେ ଡିୱାଇ ଚନ୍ଦ୍ରଚୁଡ଼

ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ କାର୍ଯ୍ୟକାଳ ସରି ଆସୁଥିବା ହେତୁ ସେ ସୁପ୍ରିମ୍‌କୋର୍ଟର ଆନୁଷ୍ଠାନିକ ଭାବେ ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ବରିଷ୍ଠ ବିଚାରପତି…

ଅଗ୍ନିପଥ ଯୋଜନା – ଆସନ୍ତା ୧୮ରୁ ୨୬ ପୁରୀ ତାଳବଣିଆରେ ନିଯୁକ୍ତି ଶିବିର

ଅଗ୍ନିପଥ ଯୋଜନାରେ ଚୟନ ହୋଇଥିବା ପ୍ରାର୍ଥୀଙ୍କ ପାଇଁ ଚଳିତ ମାସ ୧୮ରୁ ୨୬ ତାରିଖ ପର୍ଯ୍ୟନ୍ତ ପୁରୀ ତାଳବଣିଆସ୍ଥିତ ଜିଲ୍ଲା ସ୍ପୋର୍ଟସ୍ କମ୍ପ୍ଲେକ୍ସ ଏବଂ ଇନଡୋର ଷ୍ଟାଡିୟମ…

ଅକ୍ଟୋବର ୨୩ରେ ଏନଆରଟିଏସ ପରୀକ୍ଷା, ଆସିଲା ଆଡମିଟ କାର୍ଡ

ବିଦ୍ୟାଳୟ ସ୍ଥରରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରତିଭା ଚୟନ ଉଦ୍ଦେଶ୍ୟରେ ଚଳିତ ମାସ ୨୩ରେ ସାରା ରାଜ୍ୟରେ ଜାତୀୟ ଗ୍ରାମୀଣ ପ୍ରତିଭା ବୃତ୍ତି (ଏନଆରଟିଏସ)…

ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଓମାର ଅବଦୁଲ୍ଲା

ବୁଧବାର ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ ଭାବେ ଓମାର ଅବଦୁଲ୍ଲାଙ୍କ ଶପଥ ଗ୍ରହଣ ସମାରୋହ ପୂର୍ବରୁ ଜମ୍ମୁ-କଶ୍ମୀରରେ ଶେର-ଇ-କାଶ୍ମୀର ଆନ୍ତର୍ଜାତିକ ସମ୍ମିଳନୀ କେନ୍ଦ୍ର ଚାରିପାଖରେ ସମସ୍ତ ବ୍ୟବସ୍ଥା କରାଯାଇଛି। ଆସନ୍ତାକାଲି…

ଆଜିଠୁ ଆରମ୍ଭ ହେଲା ବାଲିଯାତ୍ରା ପ୍ଲଟ ପଞ୍ଜିକରଣ

କଟକ: ଆଜିଠୁ ଆରମ୍ଭ ହେଲା ବାଲିଯାତ୍ରା ପ୍ଲଟ ପଞ୍ଜିକରଣ। ଅକ୍ଟୋବର ୨୫ ତାରିଖ ଯାଏ ଚାଲିବ ପଞ୍ଜିକରଣ। ହାଇବ୍ରିଡ଼ ଏବଂ ଅନଲାଇନରେ ହେବ ପଞ୍ଜିକରଣ। ପଞ୍ଜିକରଣରେ ୧୦ଟି…

ଓପିଏସସି ପକ୍ଷରୁ ପ୍ରିଲିମନାରୀ ପରୀକ୍ଷା ତାରିଖ ଘୋଷଣା, ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କୁ ମିଳିବ ଅଧିକ ୪୦ମିନିଟ

କଟକ : ଓଡିଶା ସିଭିଲ ସର୍ଭିସ ପ୍ରିଲିମିନାରୀ ପରୀକ୍ଷା-୨୦୨୩ ଆସନ୍ତା ଅକ୍ଟୋବର ୨୭ତାରିଖ ରବିବାର ଦିନ ଅନୁଷ୍ଠିତ ହେବ । ପରୀକ୍ଷା ନିର୍ଘଣ୍ଟ ସମ୍ପର୍କିତ ବିଜ୍ଞପ୍ତି ଓଡିଶା…

ଅଙ୍ଗନୱାଡି କର୍ମୀ ରୋଜଗାର ବୃଦ୍ଧି ପାଇଁ ଅନ୍ୟ କାର୍ଯ୍ୟ କରିପାରିବେ: ହାଇକୋର୍ଟ

ନୂଆଦିଲ୍ଲୀ: ଅଙ୍ଗନୱାଡି କାମ ବ୍ୟତୀତ ଅଙ୍ଗନୱାଡି କର୍ମୀମାନେ ଅତିରିକ୍ତ ଆୟର ଉତ୍ସ ଗ୍ରହଣ କରିପାରିବେ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ଅଦାଲତ କହିଛନ୍ତି ଯେ ଅଙ୍ଗନୱାଡି କର୍ମୀ…

ବାହାର ରାଜ୍ୟର ଚାଷୀ ଓଡ଼ିଶାରେ ବିକିପାରିବେନି ଧାନ

ଭୁବନେଶ୍ବର: ଖରିଫ ଧାନ ଅମଳ ପୂର୍ବରୁ ରାଜ୍ୟ ସରକାର ମଙ୍ଗଳବାର ଧାନ କିଣାକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ…