Month: November 2024

ବଙ୍ଗୋପସାଗରରେ ବାତ୍ୟା ଫେଙ୍ଗଲ । ଆଜି ଅପରାହ୍ନରେ କରିପାରେ ଲ୍ୟାଣ୍ଡଫଲ

ଆଜି ଅପରାହ୍ଣରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଫେଙ୍ଗଲ। ପୁଡୁଚେରୀ ନିକଟ କରାଇକଲ ଓ ମହାବଲୀପୁରମ୍ ମଧ୍ୟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ୭୦ରୁ ୮୦ କିଲୋମିଟର ରହିପାରେ। ଅତିବେଶୀରେ ୯୦ କିଲୋମିଟର ଝଟକା ଦେବା ସମ୍ଭାବନା…

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ; ମନ୍ତ୍ରୀ, ସାଂସଦ,ବିଧାୟକ ଓ ପଦାଧିକାରୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା

ଭୁବନେଶ୍ୱର: ଓଡ଼ିଶାରେ ଡବଲଇଞ୍ଜିନ ସରକାର ଗଠନ ହେବା ପରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ୟ ଥର ଲାଗି ଓଡ଼ିଶା ଗସ୍ତରେ ଆସିଛନ୍ତି । ଏନେଇ ସାରା ଓଡ଼ିଶା ଉତ୍ସବମୁଖର ହୋଇଉଠିଛି । ବିଶେଷକରି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି…

ସର୍ବଭାରତୀୟ ଡିଜିପି ସମ୍ମିଳନୀ:ଆଜି ଯୋଗଦେବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୩୦ା୧୧(ଅନିଲ ଦାସ):ପୋଲିସ ମହାନିର୍ଦ୍ଦେଶକ / ମହାନିରୀକ୍ଷକମାନଙ୍କ ସର୍ବଭାରତୀୟ ସମ୍ମିଳନୀ ଶୁକ୍ରବାର ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନ୍‌ଭେନ୍‌ଶନ ସେଣ୍ଟରରେ ଆରମ୍ଭ ହୋଇଛି। ଏହି ସମ୍ମିଳନୀକୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଉଦ୍‌ଘାଟନ କରିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ଜାତୀୟ ସୁରକ୍ଷା ପରାମର୍ଶଦାତା, ସ୍ବରାଷ୍ଟ୍ର…

ଲୋକସେବା ଭବନରେ ଡିଜିପି ସମ୍ମିଳନୀକୁ ଉଦଘାଟନ କଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ସର୍ବଭାରତୀୟ ଡିଜିପି ସମ୍ମିଳନୀରେ ଯୋଗଦେବା ପାଇଁ ଭୁବନେଶ୍ବରରେ ପହଞ୍ଚିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ସ୍ବତନ୍ତ୍ର ବିମାନ ଯୋଗେ ୧ଟା ୧୫ରେ ଆସି ପହଞ୍ଚିଛନ୍ତି ଶାହ । ସେଠାରୁ ସ୍ବତନ୍ତ୍ର କାରକେଡ ଓ କଡ଼ା…

୪୯୬ଟି ଟିଜିଟି-ଓଡ଼ିଆ ପଦବୀ ଘୋଷଣା

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୪୯୬ ପଦବୀ ଟିଜିଟି (ଓଡ଼ିଆ) ଭାବେ ଘୋଷଣା କରାଯାଇଛି । ଓଡ଼ିଆ ଶିକ୍ଷକମାନେ ରାଜ୍ୟରେ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ (ଟିଜିଟି-କଳା) ଙ୍କ ପରି ସମାନ ଦରମା ଏବଂ ଭତ୍ତା ପାଇବେ। ଓଡ଼ିଶା ସରକାରଙ୍କ ସ୍କୁଲ…

ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ; ସଭାସ୍ଥଳରେ ମୋଦିଙ୍କ ନିଶାନାରେ ବିରୋଧୀ

ତିନି ଦିନିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଁଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ପାଇଁ ରାଜଧାନୀର ସଭାସ୍ଥଳ ପାଲଟିଛି ଜନସମୁଦ୍ର । ଏହି ସମୟରେ ରାଜ୍ୟବାସୀଙ୍କୁ ଓଡ଼ିଆରେ ଶୁଭେଚ୍ଛା ଜଣାଇ ଅଭିଭାଷଣରେ କହିଛନ୍ତି ବିମାନ ବନ୍ଦରରେ ଏତେ…

୧.୪୦ କୋଟି ଟଙ୍କାର ଠକେଇ ଅଭିଯୋଗରେ ରାଜସ୍ୱ ବିଭାଗର ଜୁନିୟର ଆସିଷ୍ଟାଣ୍ଟ ଗିରଫ

ସରକାରୀ ପାଣ୍ଠିରୁ ୧.୪୦ କୋଟି ଟଙ୍କାର ପଞ୍ଜୀକରଣ ଶୁଳ୍କ, ଉପଭୋକ୍ତା ଶୁଳ୍କ ଏବଂ ଅନ୍ୟାନ୍ୟ ସରକାରୀ ରାଜସ୍ୱ ଠକେଇ ଅଭିଯୋଗରେ ଶୁକ୍ରବାର ଦିନ ରାୟଗଡା ଜିଲ୍ଲା ବିସମ କଟକ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ରେ କାର୍ଯ୍ଯରତ କନିଷ୍ଠ ରାଜସ୍ୱ ସହାୟକ ବନମାଳି କରଙ୍କୁ…

ଡିଜିପି ଆଇଜିପି ସମ୍ମିଳନୀ ପାଇଁ ଷ୍ଟାର ହୋଟେଲକୁ ବିଧାୟକଙ୍କୁ ସ୍ଥାନାନ୍ତରଣ

ରାଜଧାନୀ ଭୁବନେଶ୍ୱର ଆଭ୍ଯନ୍ତରୀଣ ସୁରକ୍ଷା ଏବଂ ଜନସାଧାରଣଙ୍କ ସୁରକ୍ଷା ଉପରେ ତିନି ଦିନିଆ ଡିଜି-ଆଇଜିପି ସମ୍ମିଳନୀ ଆୟୋଜନ କରୁଛି। ଲୋକ ସେବା ଭବନର ସମ୍ମିଳନୀ କକ୍ଷରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ଏହି ସମ୍ମିଳନୀ ପାଇଁ ସମଗ୍ର ଭୁବନେଶ୍ୱରରେ କଡ଼ା ସୁରକ୍ଷା…

ସମୀକ୍ଷା ପାଇଁ ରାଜଭବନରୁ ବାହାରି ରାଜ୍ୟ ବିଜେପି ଅଫିସ୍‌ରେ ପ୍ରଧାନମନ୍ତ୍ରୀ

ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ଭୁବନେଶ୍ୱର ବିମାନବନ୍ଦରକୁ ସ୍ୱତନ୍ତ୍ର ବିମାନ ଯୋଗେ ଆସି ବିମାନବନ୍ଦର ନିକଟରେ ଆୟୋଜିତ ହୋଇଥିବା ଏକ ସଭାରେ ଯୋଗ ଦେଇଥିଲେ । ତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱତନ୍ତ୍ର…

୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି

୨୯ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଡିଜି କନଫରେନ୍ସକୁ ଆସି ୩ ଦିନ ଓଡ଼ିଶାରେ ରହିବେ ମୋଦୀ ।ଡିସେମ୍ବର ୧ ତାରିଖ ଅପରାହ୍ନ ଯାଏ ରହିବାର ସୂଚନା ମିଳିଛି। ଭୁବନେଶ୍ବରରେ ପ୍ରଥମ ଥର ହେବାକୁ ଥିବା ୩ଦିନିଆ ଡିଜି ଓ…