Month: November 2024

ମା’ବିରଜାଙ୍କ ପୀଠର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଠିକ୍ ସମୟରେ ଶେଷ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଯାଜପୁରର ବିରଜା କ୍ଷେତ୍ର କେବଳ ଓଡିଶାର ନୁହେଁ, ସାରା ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ଶକ୍ତିପୀଠ। ଓଡିଶାର ଜନସାଧାରଣଙ୍କ ଧାର୍ମିକ ଓ ଆଧ୍ୟାତ୍ମିକ ଚେତନାରେ ଏହା ଏକ ପ୍ରମୁଖ ତୀର୍ଥ କ୍ଷେତ୍ର। ମହାଭାରତ, ଆଦି ଶଙ୍କରାଚାର୍ଯ୍ୟଙ୍କ ଶକ୍ତି ପୀଠସ୍ତବ ଏବଂ ବାମନ ପୁରାଣରେ…

ଶିକ୍ଷକ ଙ୍କ ପାଇଁ ଦ ଟିଚର ଆପ ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର କାର୍ଯ୍ଯକ୍ରମରେ ଭାରତୀ ଏୟାରଟେଲ ଫାଉଣ୍ଡେସନ ଦ୍ୱାରା ବିକଶିତ ଶିକ୍ଷକ ଆପ୍ ଉନ୍ମୋଚନ କରିଛନ୍ତି। ଏକବିଂଶ ଶତାବ୍ଦୀର ଶ୍ରେଣୀଗୃହଗୁଡ଼ିକର ଆବଶ୍ଯକତାକୁ ପୂରଣ କରିବା ପାଇଁ ଶିକ୍ଷକମାନଙ୍କୁ ଭବିଷ୍ଯତର ପ୍ରସ୍ତୁତ କୌଶଳ…

ଭିଆଇପି ଗସ୍ତ ନେଇ ରାଜଧାନୀ ର ସୌନ୍ଦର୍ଯ୍ୟକରଣ,ରାଜ୍ୟ ସରକାର ପକ୍ଷ ରୁ ୧୦ କୋଟି ମଞ୍ଜୁରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରମୁଖ କାର୍ଯ୍ଯକ୍ରମ ଏବଂ ଗସ୍ତ ପାଇଁ ଭୁବନେଶ୍ୱରର ସୌନ୍ଦର୍ଯ୍ଯକରଣ ଅଭିଯାନରେ ୧୦ କୋଟି ଟଙ୍କା ଖର୍ଚ୍ଚ ହେବ।ରାଜଧାନୀ ଭୁବନେଶ୍ୱର ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ଯକ୍ରମ ଆୟୋଜନ କରିବାକୁ ଯାଉଛି…

ଆଜିଠୁ ବିଧାନସଭା ଶୀତ ଅଧିବେଶନ: ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମଙ୍ଗଳବାରଠାରୁ ୧୭ତମ ବିଧାନସଭାର ଦ୍ବିତୀୟ ଅଧିବେଶନ ଆରମ୍ଭ ହେବ। ନଭେମ୍ବର ୨୬ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହି ଶୀତ ଅଧିବେଶନ ଚାଲିବାକୁ ଥିବାବେଳେ ପ୍ରଥମ ଦିନରେ ଅର୍ଥ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୪-୨୫ ଆର୍ଥିକ…

ମହାୟୁତିର ମହାବିଜୟ: ଝାଡ଼ଖଣ୍ଡ ବଜାୟ ରଖିଲା ଇଣ୍ଡି ମେଣ୍ଟ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଜାତୀୟ ଗାଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ତଥା ଶାସକ ମହାୟୁତି ରାଜ୍ୟର ୨୮୮ ବିଧାନସଭା ଆସନରୁ ୨୩୫ ଆସନ ହାସଲ କରି ପୁଣି ଥରେ କ୍ଷମତା ଦଖଲ କରିବାକୁ ଯାଉଛି। ବିରୋଧୀ ଇଣ୍ଡି ମେଣ୍ଟ (ମହାବିକାଶ ଅଘାଡ଼ି) ପାଇଁ ଏହି…

ବିଳମ୍ବିତ ରାତିରେ ବବିଙ୍କ ଭାଇଙ୍କୁ ଘରୁ ଉଠାଇନେଲା ପୋଲିସ

ଧର୍ମଶାଳା ବିଧାୟକ ହିଂମାଶୁ ଖେଖର ସାହୁଙ୍କୁ ଆକ୍ରମଣ ଘଟଣା । ଘଟଣାରେ ସମୃକ୍ତ ଥିବା ବବି ପ୍ରସାଦ ଦାସଙ୍କ ଭାଇ ଭବ ପ୍ରସାଦ ଦାସଙ୍କୁ ବିଳମ୍ବିତ ରାତିରେ ସ୍ୱତନ୍ତ୍ର ଟିମ ପୋଲିସ ଘରୁ ଉଠାଇ ନେଇଛନ୍ତି । ଧର୍ମଶାଳା ବିଧାୟକ ସିଧାସଳଖ…

ବରଗଡ଼ ଧନୁଯାତ୍ରାରେ ଶାସନ କରିବେ ନୂଆ କଂସ ମହାରାଜ

ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ଆସନ୍ତାବର୍ଷ ଜାନୁଆରି ୩ ତାରିଖରୁ ଆରମ୍ଭ ହୋଇ ଜାନୁଆରି ୧୩ ତାରିଖରେ ଶେଷ ହେବ। ତେବେ ପୂର୍ବ ବର୍ଷ ଭଳି ଏଥର ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରୁଥିବା ହୃଷିକେଶ ଭୋଇଙ୍କୁ ଦେଖିବାକୁ…

ଓଟିଇଟି-୨୦୨୪ ପରୀକ୍ଷା ଫଳ ପ୍ରକାଶିତ

ଓଡିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି-୨୦୨୪) ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ୱେବସାଇଟ ‘bseodisha.ac.in’ରେ ଫଳାଫଳ ଉପଲବ୍ଧ ହେଉଛି। ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ମାନେ ୱେବସାଇଟରେ ନିଜ ରୋଲ ନମ୍ବର ଓ ମୋବାଇଲ ନମ୍ବର ଏଣ୍ଟ୍ରି…

କୁହୁଡ଼ି ପାଇଁ ୩ ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ବର: ରାଜ୍ୟର ୩ ଜିଲ୍ଲା ସୁନ୍ଦରଗଡ଼, କନ୍ଧମାଳ ଓ କଳାହାଣ୍ଡିରେ ହାଲୁକାର ମଧ୍ୟମ ଧରଣର କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି। ଆଇଏମ୍‌ଡିଠାରୁ ଏହି ସୂଚନା ପାଇବା ପରେ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ଏହି ତିନି ଜିଲ୍ଲାର ପୁଲିସ୍ ଓ ପରିବହନ…

ବିରଜା ହାଟକୁ ନେଇ ବିବାଦ ପ୍ରସଙ୍ଗ: ସାମ୍ନାକୁ ଆସିଲା ନଭେମ୍ବର ୧୪ର ଜିଲ୍ଲା ପ୍ରଶାସନ ତଦନ୍ତ ରିପୋର୍ଟ

ଯାଜପୁରର ବିରଜା ହାଟକୁ ପୁନଃ ପ୍ରତିଷ୍ଠା ଉଦ୍ୟମକୁ କେନ୍ଦ୍ରକରି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରସଙ୍ଗରେ ଆଜି ସାମ୍ନାକୁ ଆସିଲା ନଭେମ୍ବର ୧୪ର ଜିଲ୍ଲା ପ୍ରଶାସନ ତଦନ୍ତ ରିପୋର୍ଟ। ୫ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ଗଠିତ କମିଟିର ରିପୋର୍ଟ ଆଜି ପ୍ରକାଶ କରାଯାଇଛି।…