Month: December 2024

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସାକ୍ଷାତ କଲେ ଇଣ୍ଡିଆନ ଅଏଲ ଚେୟାରମ୍ୟାନ୍ ଏ.ଏସ୍‌. ସାହନି

ଇଣ୍ଡିଆନ ଅଏଲ ଚେୟାରମ୍ୟାନ୍ ଏ.ଏସ୍‌. ସାହନି ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଓଡିଶାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ବିଷୟରେ ଆଲୋଚନା କରିଛନ୍ତି। ଆଲୋଚନାରେ ଆସନ୍ତା ଜାନୁଆରୀରେ ମୋଟ ୬୧ ହଜାର କୋଟି ଟଙ୍କାର Naphtha…

୩ ଦିନ ଭିତରେ ସରିବ ବର୍ଷାରେ ଚାଷ କ୍ଷୟକ୍ଷତି ଆକଳନ; ୫ ଦିନରେ ମିଳିବ କ୍ଷତି ପୂରଣ ରାଶି

ଅମଳ ସମୟରେ ଦାଉ ସାଜୁଛି ଲଗାଣ ବର୍ଷା। ରାଜ୍ୟରେ ଅଦିନିଆ ବର୍ଷା ଯୋଗୁଁ ଧାନ ଅମଳ ସମୟରେ ଚାଷୀଙ୍କୁ ନାନା ପ୍ରକାରର ସମସ୍ୟା ସମ୍ମୁଖୀନ ହେବାକୁ ପଡ଼ିଛି । ବର୍ଷା ଯୋଗୁଁ ଅନେକ ଜିଲ୍ଲାରେ କ୍ଷେତରେ ଧାନ ବିଡା ପାଣିରେ ବୁଡି…

କାଠଯୋଡ଼ି ନଦୀ ଉପରେ ନିର୍ମାଣ ହେବ ଆଉ ଦୁଇଟି ବ୍ରିଜ

କାଠଯୋଡ଼ି ନଦୀ ଉପରେ ଆଉ ଦୁଇଟି ବ୍ରିଜ ନିର୍ମାଣ କରିବେ ରାଜ୍ୟ ସରକାର । ଜୁଡ଼ିସିଆଲ ଏକାଡେମୀରୁ ତ୍ରିଶୁଳିଆ ଛକ ଯାଏଁ ଆଉ ଏକ ବ୍ରିଜ ନିର୍ମାଣ ହେବ। ଏନେଇ ସୂଚନା ଦେଇଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି…

‍ପ୍ରବାସୀ ଭାରତୀୟ ଦିବସ ଏବଂ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ସାକ୍ଷାତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟି ଆଗାମୀ ‘ପ୍ରବାସୀ ଭାରତୀୟ ଦିବସ’ ଏବଂ ‘ଉତ୍କର୍ଷ ଓଡ଼ିଶା’ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ନିମନ୍ତ୍ରଣ…

ଜଗା ଦର୍ଶନ ହେବ ସହଜ, ନୂଆବର୍ଷରୁ ଧାଡ଼ି ଦର୍ଶନ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା

ଜାନୁଆରୀ ୧ ରୁ ଶୃଙ୍ଖଳିତ ଭାବେ ଶ୍ରୀମନ୍ଦିରରେ ଧାଡିରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ । ଏଥିପାଇଁ ପରୀକ୍ଷା ମୂଳକ ଭାବେ ଡିସେମ୍ବର ୨୮ ଏବଂ ୨୯ ତାରିଖରେ ଟ୍ରାଏଲ ରନ୍‌ କରାଯିବ । ଏ ନେଇ ସୂଚନା ଦେଇଛନ୍ତି…

ବଢ଼ିବ ନାହିଁ ବିଜୁଳି ଦାମ୍‌, ସ୍ପଷ୍ଟ କଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ

ରାଜ୍ୟରେ ବିଜୁଳି ଦାମ୍‌ ବଢ଼ିବ ନାହିଁ ବୋଲି ଆଜି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ସ୍ପଷ୍ଟ କରିଛନ୍ତି । ବିଜୁଳି ଦାମ୍‌ ବୃଦ୍ଧି ନେଇ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗଙ୍କ ପାଖରେ ଦାବି କରିଥିଲା ଗ୍ରୀଡ୍‌କୋ । ହେଲେ ଗ୍ରିଡକୋ ଦେଇଥିବା ପ୍ରସ୍ତାବକୁ…

ନୂଆ ବର୍ଷରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା

ନୂଆବର୍ଷରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ହେବ ଆରମ୍ଭ ବୋଲି ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ୨୭ ଏବଂ ୨୮ ସୁଦ୍ଧା ପରିବର୍ତ୍ତନ ପ୍ରକ୍ରିୟା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଆସିବ । ପରୀକ୍ଷା ମୂଳକ ଭାବେ ୩୦ ଓ…

୨୮ରେ ସମ୍ବଲପୁର ଆସିବେ ଗୃହ ମନ୍ତ୍ରୀ ଅମିତ ଶାହ

ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ ସ୍ୱରାଷ୍ଟ୍ର ମନ୍ତ୍ରୀ । ଆସନ୍ତା ୨୮ରେ ସମ୍ବଲପୁର ଗସ୍ତ କରିବେ ଗୃହ ମନ୍ତ୍ରୀ ଅମିତ ଶାହ । ପ୍ରଥମେ ମାଁ ସମଲେଶ୍ୱରୀଙ୍କ ଦର୍ଶନ କରିବେ । ଏହାପରେ ତିନି ଚାରୋଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ…

ନୂଆବର୍ଷରେ ମିଳିବ ସୁଭଦ୍ରା ଟଙ୍କା: ପ୍ରଭାତୀ ପରିଡ଼ା

ଆସନ୍ତା ଜାନୁଆରୀ ମାସରେ ମିଳିବ ସୁଭଦ୍ରା ଟଙ୍କା । ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଜାନୁଆରୀରେ ମିଳିବ ବୋଲି ଆଜି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ଜାନୁଆରୀରେ ମିଳିବ।…

ଶ୍ରୀମନ୍ଦିରରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ: ଅରବିନ୍ଦ ପାଢ଼ୀ

ଶ୍ରୀମନ୍ଦିରରେ ବିଶୃଙ୍ଖଳା ଅଭିଯୋଗରେ ୨ ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ମୁଖ ପଖାଳ ସେବକ ମଦନ ମୋହନ ଖୁଣ୍ଟିଆ ଏବଂ ବିଶ୍ବନାଥ ଖୁଣ୍ଟିଆଙ୍କୁ ଶ୍ରୀମନ୍ଦିର ଆଇନ୍ 21-A ଧାରା ଅନୁସାରେ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।…