Month: February 2025

ରାସନ କାର୍ଡ ହିତାଧିକାରୀଙ୍କୁ ସରକାରଙ୍କ ଆଶ୍ୱସ୍ତି; କମ୍‌ ଦରମା ଥିଲେ କଟିବନି ରାସନ କାର୍ଡ

ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । କମ୍‌ ଦରମା ଥିଲେ, କଣ୍ଟ୍ରାଚୁଆଲ ସରକାରୀ ଚାକିରି କରିଥିଲେ କିମ୍ବା କଣ୍ଟ୍ରାଚୁଆଲ ଚାକିରି କରି ୧୦ରୁ ୧୨ ହଜାର ପାଉଥିଲେ ରାସନ କାର୍ଡ କଟିବନି ବୋଲି…

ଠକ ଯୋଡ଼ି ହଂସିତା-ଅନୀଲ ମାମଲା; ମନୋଜ ଆଚାର୍ଯ୍ୟଙ୍କ ଜାମିନ ଆବେଦନ ଖାରଜ

ବହୁ ଚର୍ଚ୍ଚିତ ଠକ ଯୋଡ଼ି ହଂସିତା-ଅନୀଲ ମାମଲାରେ ହଂସିତା ଅଭିଲିପ୍ସାଙ୍କ ତଥାକଥିତ ସ୍ବାମୀ ମନୋଜ ଆଚାର୍ଯ୍ୟଙ୍କ ଜାମିନ ଆବେଦନ ହେଲା ଖାରଜ । ଆଗୁଆ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ । ଇନଫୋନସିଟି ଥାନା ମାମଲାରେ ଜାମିନ ଆବେଦନ କରିଥିଲେ…

ପୂର୍ବତନ ଭିସିଙ୍କୁ ହତ୍ୟା ମାମଲାରେ ଦୋଷୀକୁ ମିଳିଲା ଆଜୀବନ କାରାଦଣ୍ଡ

ସମ୍ବଲପୁର ବିଶ୍ବ ବିଦ୍ୟାଳୟର ପୂର୍ବତନ କୂଳପତି ପ୍ରଫେସର ଡ. ଧ୍ରୁବରାଜ ନାୟକଙ୍କୁ ହତ୍ୟା ମାମଲାରେ ଦୋଷୀକୁ ମିଳିଲା ଆଜୀବନ କାରାଦଣ୍ଡ। ଦୋଷୀ ପ୍ରବୀଣ ଧୁରିଆକୁ ଆଜୀବନ ଶୁଣାଇଲେ ଏଡିଜେ କୋର୍ଟ । ଟଙ୍କା ନ ଦେବାରୁ ଘରେ ପଶି କୁଳପତି ପୂର୍ବତନ…

ରାଷ୍ଟ୍ରପତିଙ୍କୁ ପୁଅର୍ ଲେଡି କହିଲେ ସୋନିଆ ଗାନ୍ଧି

ସଂସଦର ବଜେଟ୍ ଅଧିବେଶନରେ ଆଜି ଉଭୟ ଗୃହକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅଧିବେଶନ ପରେ ଗଣମାଧ୍ୟମ ପ୍ରତିନିଧି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ପ୍ରତିକ୍ରିୟା ନେବାକୁ ରାହୁଲଙ୍କ ପାଖରୁ ଚାହୁଁଥିଲେ। କିନ୍ତୁ ରାହୁଲ କିଛି ନ କହି…

ରାଜ୍ୟ ନିର୍ବାଚନ ଆୟୁକ୍ତ ଭାବେ ଦାୟିତ୍ବ ଗ୍ରହଣ କଲେ ମଧୁସୂଦନ ପାଢ଼ୀ

ରାଜ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ମଧୁସୂଦନ ପାଢ଼ୀ । ଭୁବନେଶ୍ୱର ତୋଷାଳି ଭବନରେ ଥିବା କାର୍ଯ୍ୟାଳୟରେ ସେ ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରଛନ୍ତି । ପୂର୍ବତନ ରାଜ୍ୟ ନିର୍ବାଚନ କମିଶନର…