Month: March 2025

ପରଲୋକରେ ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥ

ବିଶିଷ୍ଟ କବି ରମାକାନ୍ତ ରଥଙ୍କ ପରଲୋକ। ୯୦ ବର୍ଷ ବୟସରେ ଭୁବନେଶ୍ୱର ଖାରବେଳ ନଗର ସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଛି । ପଦ୍ମଭୂଷଣ ରମାକାନ୍ତ ରଥ ଓଡ଼ିଆ ସାହିତ୍ୟ ଜଗତର ଜଣେ ଆଧୁନିକ କବି ଭାବେ ବେଶ ଲୋକପ୍ରିୟ ଥିଲେ…

ଶୁଭେଚ୍ଛା

ପବିତ୍ର ଦୋଳ ପୂର୍ଣ୍ଣିମା ଓ ସାମାଜିକ ଜାଗରଣର ଅନନ୍ୟ ପର୍ବ ହୋଲି ଅବସରରେ ଓ୍ଵେବ ଚାନେଲ ‘Odisha Not Out’ ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ପ୍ରଭୁ ଦୋଳଗୋବିନ୍ଦ ଙ୍କ କୃପାରୁ ଆମ ଭିତରେ ଦ୍ଵେଷ, ହିଂସା, ଇର୍ଷା…

ମାର୍ଚ୍ଚ ୧୮ ରୁ ଖୋଲିବ ପାରଦର୍ଶୀ ପୋର୍ଟାଲ

ଆସନ୍ତା ୧୮ ତାରିଖରୁ ଖୋଲିବ ପାରଦର୍ଶୀ ପୋର୍ଟାଲ । ଘରୋଇ ସ୍କୁଲ୍‌ରେ ଆର୍ଥିକ ଦୁର୍ବଳ ଶ୍ରେଣୀ ପିଲାମାନେ ୨୫% ସିଟରେ ମାଗଣା ଆଡ଼ମିସନ ପାଇଁ ପାରଦର୍ଶୀ ପୋର୍ଟାଲରେ ଆବେଦନ କରିପାରିବେ । ଏପ୍ରିଲ ୩ ପରିବର୍ତ୍ତେ ୧୮ ମାର୍ଚ୍ଚରୁ ଆରମ୍ଭ ହେବ…

ପ୍ରକାଶ ପାଇଲା ଓଜେଏସ ରେଜଲ୍ଟ

ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଡ଼ିଶା ଜୁଡିସିଆଲ ସର୍ଭିସ୍ (ଓଜେଏସ୍‌) ୨୦୨୩ ପରୀକ୍ଷା ଫଳ ପ୍ରକାଶ ପାଇଛି । ଓଜେଏସ୍‌-୨୦୨୩ ପରୀକ୍ଷାରେ ବାଜି ମାରିନେଲେ ଝିଅ । ଏହି ପରୀକ୍ଷାରେ ପୁଅଙ୍କ ଅପେକ୍ଷା ଝିଅମାନେ ଭଲ ପ୍ରଦର୍ଶନ କରିଛନ୍ତି ।…

ତାରା ବାହିନୀପତି କ୍ଷମା ମାଗିଲେ ନିଲମ୍ବନ ହଟିବ କହିଲେ ବାଚସ୍ପତି

ନିଲମ୍ୱିତ କଂଗ୍ରେସ ବିଧାୟକ ତାରା ବାହିନୀପତି କ୍ଷମା ପ୍ରାର୍ଥନା କଲେ ନିଲମ୍ୱନ ଆଦେଶ ପ୍ରତ୍ୟାହୃତ ହେବ । ଏହା ସର୍ତ୍ତ ରଖିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ସଂସଦ ଭିତରେ ଯାହା ଘଟିଲା ତାହାର ରେକର୍ଡ ରହିଛି । ତାରା ବାହିନୀପତି…

ଦ୍ୱାଦଶ ହିନ୍ଦୀ ପରୀକ୍ଷା ନେଇ ସିବିଏସ୍ଇ ର ସ୍ପଷ୍ଟୀକରଣ

ଦ୍ୱାଦଶ ହିନ୍ଦୀ ପରୀକ୍ଷା ନେଇ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ର ସ୍ପଷ୍ଟୀକରଣ । କିଛି ସ୍ଥାନରେ ମାର୍ଚ୍ଚ ୧୪ ଓ ଆଉ କିଛି ସ୍ଥାନରେ ମାର୍ଚ୍ଚ ୧୫ରେ ହୋଲି ପର୍ବ ପାଳନ ହେଉଛି । ତେଣୁ ମାର୍ଚ୍ଚ ୧୫…

ଆସନ୍ତା ୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ହେବ ଶୁଭାରମ୍ଭ

ରାଜ୍ୟର ସମସ୍ତଙ୍କର ଯେପରି ପକ୍କା ଘର ଅର୍ଥାତ୍ ଛାତ ଘର ହେବ ସେଥିପାଇଁ ରାଜ୍ୟ ସରକାର ଅନ୍ତ୍ୟୋଦୟ ଗୃହ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଆସନ୍ତା ୩୦ ତାରିଖରେ ଅନ୍ତ୍ୟୋଦୟ ଗୃହ ଯୋଜନାର ହେବ ଶୁଭାରମ୍ଭ । କଳାହାଣ୍ଡି ଜିଲ୍ଲାରୁ ଆରମ୍ଭ…

ଯୁକ୍ତ ୨ ପରେ ବି.ଏଡ଼ କରିପାରିବେ ଛାତ୍ରଛାତ୍ରୀ

ଏଣିକି ଯୁକ୍ତ ଦୁଇ ପରେ ପଢ଼ିହେବ ବି.ଏଡ଼ ପାଠ୍ୟକ୍ରମ । ଏନେଇ ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ସେ କହିଛନ୍ତି ଏଥର ଗ୍ରାଜୁଏସନ୍ ନୁହେଁ ଯୁକ୍ତ୨ ପରେ ହେବ ବି.ଏଡ଼ ପାଠପଢ଼ା । ITEP (Intigreted teacher…

ରାଜାଙ୍କୁ ପ୍ରୋତ୍ସାହନ ଦେଇଥିଲେ ଜିଲ୍ଲାପାଳ ଓ ଏସପି: ବଦ୍ରି ପାତ୍ର

ରାଜା ଚକ୍ର ଗିରଫ ହେବା ପରେ ପ୍ରତିକ୍ରିୟା ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଘଷିପୁରା ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର । ସେ କହିଛନ୍ତି ବିଜେଡି ନେତା ରାଜା ଚକ୍ରଙ୍କ ଇସାରାରେ ଚାଲୁଥିଲେ ଜିଲ୍ଲାପାଳ ଓ ଏସପି। ତତ୍କାଳୀନ ଜିଲ୍ଲାପାଳ…

ଆସନ୍ତା ୨୭ରେ ବିଧାନସଭା ଘେରାଉ କରିବ କଂଗ୍ରେସ

ଆସନ୍ତା ୨୭ ତାରିଖରେ ବିଧାନସଭା ଘେରିବ କଂଗ୍ରେସ । ବିଧାନସଭାରେ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କୁ ଆକ୍ରମଣ ଓ ମହିଳା ନିର୍ଯାତନା ବିରୋଧରେ ଆସନ୍ତା ୨୭ ତାରିଖରେ ବିଧାନସଭା ଘେରାଉ କରିବ କଂଗ୍ରେସ। ଏନେଇ ସୂଚନା ଦେଲେ ପିସିସି ସଭାପତି ଭକ୍ତ…