Month: April 2025

ଆସନ୍ତା ୧୧ରେ ରାଜ୍ୟରେ ହେବ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ

ଆସନ୍ତା ୧୧ରେ ରାଜ୍ୟରେ ହେବାକୁ ଯାଉଛି ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ । ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ଶୁଭାରମ୍ଭ କରିବେ କେନ୍ଦ୍ର ସ୍ୱାସ୍ଥ୍ୟ ଓ…

ପୁନର୍ବାସ ଥଇଥାନ ନୀତିରେ ନୂଆ ନିୟମ ଆଣିଲେ ରାଜ୍ୟ ସରକାର

ମୃତ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାରର ଥଇଥାନ ନିୟମକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ରାଜ୍ୟପାଳ ହରିବାବୁ କମ୍ଭମ୍‌ପତିଙ୍କ ଅନୁମୋଦନ…

ସସ୍ମିତ ପାତ୍ରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ପ୍ରଫୁଲ୍ଲ ସାମଲ ଓ ଗଣେଶ୍ୱର

ଗତ ଦୁଇ ଦିନ ଧରି ଓ୍ବାକଫ୍ ବିଲକୁ ନେଇ ଚାଲିଥିବା ମହାସମରରେ ସମସ୍ତଙ୍କୁ ବଡ ଝଟକା ଦେଇଛି ବିଜେଡି । ୱାକଫ୍‌ ବିଲ୍‌ ଭୋଟିଂରେ ବିଜେଡିର ଦ୍ୱିମତ…

ରାଜ୍ୟସଭାରେ ମଧ୍ୟ ପାରିତ ହେଲା ୱାକଫ୍ ବିଲ୍

ଲୋକସଭା ପରେ ରାଜ୍ୟସଭାରେ ବି ପାସ୍ ହେଲା ୱାକଫ ବିଲ୍। ଶେଷରେ ବହୁ ବିବାଦୀୟ ୱାକଫ୍ ବିଲ୍ ରାଜ୍ୟସଭାରେ ପାଶ ହୋଇଛି। ବିଲ୍ ସପକ୍ଷରେ ୧୨୮ଟି ଭୋଟ୍…

ପରଲୋକରେ ବଲିଉଡ୍‌ ଅଭିନେତା ମନୋଜ କୁମାର

ଚଳଚ୍ଚିତ୍ର ଜଗତରେ ଖୁବ୍ ଜଣାଶୁଣା ‘ଭାରତ କୁମାର’ ନାମରେ ପରିଚିତ ଭାରତୀୟ ଅଭିନେତା ଏବଂ ଚଳଚ୍ଚିତ୍ର ନିର୍ଦ୍ଦେଶକ ମନୋଜ କୁମାରଙ୍କ ପରଲୋକ। ୮୭ ବର୍ଷ ବୟସରେ ଚିକିତ୍ସାଧୀନ…

ରାଜ୍ୟସଭାରେ ୱକଫ୍ ସପକ୍ଷରେ ମତ ଦେଲେ ବିଜେଡି ସାଂସଦ ସସ୍ମିତ ପାତ୍ର

ବିବାଦୀୟ ୱାକଫ୍ ବିଲ୍ ସଂଶୋଧନ ବିଲ୍ ସଂସଦର ଉଭୟ ଗୃହରେ ପାରିତ ହୋଇଯାଇଛି । ଦୁଇ ଦିନରେ ବ୍ୟାପକ ଆଲୋଚନା ପରେ ଶେଷରେ ବିଲ ପାରିତ ହୋଇଛି…

ମମତା ବାନାର୍ଜୀଙ୍କୁ ଝଟ୍‌କା; ୨୫ ହଜାର ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି ରଦ୍ଦ ନିର୍ଦ୍ଦେଶ କାଏମ ରଖିଲେ ସୁପ୍ରିମକୋର୍ଟ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା । ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା ମିଳିଛି । ୨୦୧୬ରେ ପଶ୍ଚିମବଙ୍ଗ…

ବିରୋଧ ବିଜେଡିର ୟୁ ଟର୍ଣ୍ଣ ; ବିବେକ ଅନୁସାରେ ୱାକଫ୍ ବିଲ୍ ଉପରେ ଭୋଟ ଦେବେ ବିଜେଡି ସାଂସଦ

ୱାକଫ୍ ସଂଶୋଧନ ବିଲ୍ ବିରୋଧ ନିଷ୍ପତ୍ତିରୁ ଓହରିଲା ବିଜେଡି।ରାଜ୍ୟସଭାରେ ଭୋଟିଂ ବେଳେ ବିରୋଧ ନିଷ୍ପତ୍ତିରୁ ଓହରିଥିବା ସୂଚନା ମିଳିଛି । ବିରୋଧ ନ କରି ବିବେକ ଅନୁସାରେ…

ଆଜି ସଂସଦରେ ଉପସ୍ଥାପନ ହେବ ୱାକଫ୍ ସଂଶୋଧନ ବିଲ୍

ଆଜି ସଂସଦରେ ଉପସ୍ଥାପନ ହେବ ୱାକଫ୍ ସଂଶୋଧନ ବିଲ୍ ।ଲୋକସଭାରେ ୱାକଫ୍ ସଂଶୋଧନ ବିଲ୍ ଆଗତ କରିବେ ସରକାର । ସମସ୍ତ ରାଜନୈତିକ ଦଳ ସହିତ ବ୍ୟାପକ…

କୁନି କୁନି ପିଲାମାନଙ୍କୁ ଖଡ଼ି ଛୁଆଁଇଲେ ମୁଖ୍ୟମନ୍ତ୍ରୀ

ଆଜି କୁନି କୁନି ପିଲାଙ୍କ ପାଇଁ ଅନୁଷ୍ଠିତ ହୋଇଛି ଖଡ଼ି ଛୁଆଁ କାର୍ଯ୍ୟକ୍ରମ । ପାରମ୍ପରିକ ରୀତିନୀତିରେ ପିଲାଙ୍କର ବିଦ୍ୟାଳୟରେ ପ୍ରବେଶ ଉତ୍ସବ ପାଳନ କରାଯାଇଛି। ଆଜି…