Month: May 2025

୧୫ ଲକ୍ଷ ଟଙ୍କାରେ ରାଜଧାନୀରେ ମିଳିବ ଘର

୧୫ ଲକ୍ଷ ଟଙ୍କାରେ ରାଜଧାନୀରେ ମିଳିବ ଘର । ଏ ନେଇ ଆଜି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସେ କହିଛନ୍ତି ୧୫ ଲକ୍ଷରୁ ୫୦ ଲକ୍ଷ ଟଙ୍କା ଭିତରେ ଘର ମିଳିବ । ଭୁବନେଶ୍ୱର…

ଟ୍ରମ୍ପ୍‌ ପ୍ରଶାସନରୁ ଇସ୍ତଫା ଦେଲେ ଏଲନ୍ ମସ୍କ

ଡୋନାଲ୍ଡ ଟ୍ରମ୍ପ୍ ଓ ଏଲନ୍ ମସ୍କଙ୍କ ସମ୍ପର୍କରେ ଫାଟ । ଟ୍ରମ୍ପଙ୍କ ସର୍ବୋଚ୍ଚ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଛନ୍ତି ମସ୍କ । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସେ ଏହି ସୂଚନା ଦେଇଛନ୍ତି। ସେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଧନ୍ୟବାଦ ଜଣାଇ…

ବିଜେଡିକୁ ଝଟକା: ଅନାସ୍ଥା ଭୋଟ୍‌ରେ ହାରିଲେ ମହାକାଳପଡ଼ା ବ୍ଲକ୍ ଅଧ୍ୟକ୍ଷା

ବିଜେଡି ହାତରୁ ଖସିଲା ମହାକାଳପଡ଼ା ଅଧ୍ୟକ୍ଷ ପଦ । ଅନାସ୍ଥା ଭୋଟ୍‌ରେ ହାରିଲେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅଧ୍ୟକ୍ଷା କଳ୍ପନା ରାଉତ । ଅନାସ୍ଥା ସପକ୍ଷରେ ପଡିଲା ୪୯ ଭୋଟ । ସୂଚନା ଯୋଗ୍ୟ; ଆଜି ଆୟୋଜିତ ବୈଠକରେ ୪୯…

ବିଜୁ ଜନତା ଦଳ ଛାଡ଼ିଲେ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ

ବିଜୁ ଜନତା ଦଳ ଛାଡ଼ିଲେ ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି । ବିଜେଡି ସଭାପତିଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଥିବା ଜଣାପଡିଛି । ତେବେ…

ମାଲବାହୀ ଟ୍ରେନ ଲାଇନଚ୍ୟୁତ

ରେଳ ଧାରଣାରୁ ଖସିଲା ମାଲ ବୋଝେଇ ଟ୍ରେନ । କୋରାପୁଟ କୋତାବାଲସା-କିରଣ୍ଡୁଲ ରେଳ ଲାଇନର ତାଇଡ଼ା ଓ ଚିମଡିପାଲି ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍‌ର ୨୫ରୁ ଉର୍ଦ୍ଧ୍ବ ବଗି ଲାଇନଚ୍ୟୁତ ହୋଇଛି । ସୁଡ଼ଙ୍ଗ ମଧ୍ୟରେ ଟ୍ରେନର ଅଧା ବଗି ରହିଥିବା…

ଆସୁଛି ପ୍ରବଳ ବର୍ଷା; କାଲି ୪ ଜିଲ୍ଲାକୁ ଅରେଞ୍ଜ ଓ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଆଜିଠୁ ଆସନ୍ତା ୩୧ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଗାମୀ ୨୪ ଘଣ୍ଟାରେ ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ୪ ଜିଲ୍ଲାକୁ ଅରେଞ୍ଜ…

ପ୍ରେସ୍‌ କାଉନସିଲ୍‌ ଅଫ୍ ଇଣ୍ଡିଆର ସଦସ୍ୟ ହେଲେ ସାଂସଦ ସମ୍ବିତ ପାତ୍ର

ପ୍ରେସ୍‌ କାଉନସିଲ ଅଫ୍‌ ଇଣ୍ଡିଆର ୩ ଜଣିଆ ସଦସ୍ୟଙ୍କୁ ନିଯୁକ୍ତି ଦିଆଯାଇଛି । ଏହି ୩ ସାଂସଦଙ୍କୁ ଲୋକସଭା ବାଚସ୍ପତି ଓମ୍ ବିର୍ଲା ନିଯୁକ୍ତି ଦେଇଛନ୍ତି । ପୁରୀ ସାଂସଦ ସମ୍ବିତ ପାତ୍ର ପ୍ରେସ୍‌ କାଉନସିଲ୍‌ ଅଫ୍‌ ଇଣ୍ଡିଆ (ପିସିଆଇ)ର ସଦସ୍ୟ…

ବଢ଼ିଲା ମନ୍ତ୍ରୀ ଓ ଅଫିସର୍‌ଙ୍କ ମାସିକ ଗାଡ଼ି ଖର୍ଚ୍ଚ

ବଢ଼ିଲା ମନ୍ତ୍ରୀ, ଅଫିସର୍‌ଙ୍କ ମାସିକ ଗାଡ଼ି ଖର୍ଚ୍ଚ । ରାଜ୍ୟର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଦ୍ୱାରା ବ୍ୟବହୃତ ବ୍ୟକ୍ତିଗତ ଯାନବାହାନ ପାଇଁ ସର୍ବାଧିକ ମାସିକ ଭଡା ଶୁଳ୍କକୁ ଓଡ଼ିଶା ସରକାର ସଂଶୋଧନ କରିଛନ୍ତି। ପୂର୍ବ ନିର୍ଦ୍ଧାରିତ ଘରୋଇ ଗାଡ଼ି ଭଡ଼ାରେ ସଂଶୋଧନ…

ରାଜ୍ୟରେ ଚିହ୍ନଟ ହେଲେ ୫ ଜଣ କୋଭିଡ୍‌ ଆକ୍ରାନ୍ତ

ଦିନକୁ ଦିନ ରାଜ୍ୟରେ ବଢ଼ିବାକୁ ଲାଗିଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଓଡ଼ିଶାରେ ୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ବରରୁ ୪ ଓ ଖୋର୍ଦ୍ଧାରୁ ଜଣେ ଟିହ୍ନଟ ହୋଇଥିବା ଜଣାପଡିଛି । ଏମାନଙ୍କ ମଧ୍ଯରେ ୪ ଜଣ ପୁରୁଷ ଓ ଜଣେ…

ଆୟକର ପୈଠ ଅବଧି ବୃଦ୍ଧି କଲେ କେନ୍ଦ୍ର ସରକାର

କରଦାତାଙ୍କ ପାଇଁ ବଡ଼ ଆଶ୍ୱସ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ବଢ଼ିଛି ଆୟକର ଦାଖଲ କରିବା ତାରିଖ । ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସେସ (CDBT) ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଆୟକର ରିଟର୍ଣ୍ଣ (ଆଇଟିଆର) ଦାଖଲ କରିବାର ଶେଷ…