Oplus_131072

ଓଁ ନମଃ ଶିବାୟ 🙏

କର୍ପୂରଗୌରଂ କରୁଣାବତାରଂ ସଂସାରସାରଂ ଭୁଜଗେନ୍ଦ୍ରହାରମ୍।

ସଦା ବସନ୍ତଂ ହୃଦୟାରବିନ୍ଦେ ଭବଂ ଭବାନୀସହିତଂ ନମାମି॥

ବୋଲ ବମ୍ ହରହର ବମ୍
ଆଜି ଶ୍ରାବଣ ମାସର ସୋମବାର ଚଳଚଞ୍ଚଳ ହୋଇଉଠିଛି ଶୈବପୀଠ
ମହାଦେବଙ୍କ ମସ୍ତକରେ ଜଳଲାଗି କରିବେ କାଉଡ଼ିଆ

ଦେବ ଦେବ ମହାଦେବଙ୍କ ଅପାର କରୁଣାରୁ ଆପଣଙ୍କର ମଙ୍ଗଳ ହେଉ।

ସୁଲଗ୍ନା ମହାନ୍ତି

Leave a Reply

Your email address will not be published. Required fields are marked *