Oplus_131072

ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି। ପବିତ୍ର ଜନ୍ମାଷ୍ଟମୀ ତଥା ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ। ଆଜି ସାରା ଦେଶରେ ଶ୍ରଦ୍ଧାଳୁମାନେ ବେଶ ଉତ୍ସାହର ସହ ପାଳିବେ ନନ୍ଦଲାଲାଙ୍କ ଜନ୍ମୋତ୍ସବ।

ଏହି ଅବସରରେ Odisha Not Out ପରିବାର ତରଫରୁ ଆପଣଙ୍କର ସୁଖ, ଶାନ୍ତି କାମନା କରୁଛୁ। ଭଗବାନ ଶ୍ରୀକୃଷ୍ଣଙ୍କ ଆଶିଷ ଲାଭ କରନ୍ତୁ।

ସୁଲଗ୍ନା ମହାନ୍ତି 

ମୁଖ୍ୟ କାର୍ଯ୍ୟନିର୍ବାହୀ 

Leave a Reply

Your email address will not be published. Required fields are marked *