Author: Odisha Not Out

ନିର୍ବାଚନ ପୂର୍ବରୁ ବର୍ଷକରେ ବିନା ବଜେଟରେ ୧୪୦ ଯୋଜନା ଘୋଷଣା।

୨୦୨୪ ନିର୍ବାଚନ ପୂର୍ବରୁ ବର୍ଷକରେ ବିନା ବଜେଟ୍‌ ବ୍ୟୟବରାଦରେ ୧୪୦ ଯୋଜନା ଘୋଷଣା ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ବିଧାୟକ ଅମର ନାୟକଙ୍କ ପ୍ରଶ୍ନର ଉତ୍ତରରେ…

ବଜେଟ ଗେମ୍ ଚେଞ୍ଜର ନୁହେଁ ନେମ୍ ଚେଞ୍ଜର – ନବୀନ।

ବିଧାନସଭାରେ ବଜେଟ୍ ଆଲୋଚନା ବେଳେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେ କହିଛନ୍ତି ବଜେଟରେ…

ପ୍ୟାରିସରେ ପୁଣି ଅନ୍ତର୍ଘାତି କାର୍ଯ୍ୟ କଲେ ଦୁର୍ବୁତ୍ତ।

ପ୍ୟାରିସ୍ : ପ୍ୟାରିସରେ ଅଲିମ୍ପିକ୍ସ କ୍ରୀଡ଼ା ଚାଲିଥିବାବେଳେ ଦେଶର ସୁରକ୍ଷାକୁ ନେଇ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୂର୍ବରୁ ହାଇସ୍ପିଡ ରେଳଲାଇନକୁ ଭଙ୍ଗାରୁଜ୍ଜା କରାଯାଇଥିବାବେଳେ…

୬ ଜଣ ଅଫିସରଙ୍କୁ ଦାୟିତ୍ବ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୬ ଜଣ ଅଫିସରଙ୍କୁ ଦାୟିତ୍ୱ ଦେଇଛନ୍ତି । ଅଫିସରମାନଙ୍କୁ ବିଭିନ୍ନ ବିଭାଗର ଦାୟିତ୍ୱ ବାଣ୍ଟିଛନ୍ତି ସରକାର । ଆଇଏଏସ ନିକୁଞ୍ଜ ଧଳଙ୍କୁ…

ଆଜି ଶ୍ରାବଣ ଦ୍ଵିତୀୟ ସୋମବାର: ଜଳାଭିଷେକ କରୁଛନ୍ତି କାଉଡ଼ିଆ।

ଭୁବନେଶ୍ୱର: ଆଜି ଶ୍ରାବଣ ମାସ ଦ୍ୱିତୀୟ ସୋମବାର। ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ପ୍ରମୁଖ ଶୈବପୀଠ। ସକାଳୁ ସକାଳୁ ବିଭିନ୍ନ ଶିବମନ୍ଦିରରେ ଲାଗିଛି କାଉଡ଼ିଆଙ୍କ ଲମ୍ବା ଧାଡ଼ି। ଧାଡ଼ିବାନ୍ଧି…

ଛତିଶଗଡ଼ି ୩ ଲେଡି ଲୁଟେରାଙ୍କୁ ଧରିଲା ପୋଲିସ।

ଭୁବନେଶ୍ବର: ବହୁ ଦିନ ଧରି ରାଜଧାନୀରେ ସକ୍ରିୟ ଥିବା ଏକ ଛତିଶଗଡ଼ୀ ଲେଡି ଲୁଟେରା ଗ୍ୟାଙ୍ଗ୍‌କୁ କମିସନରେଟ୍‌ ପୁଲିସ ଠାବ କରିଛି। ମୋ’ ବସ୍‌ରେ ଯାତ୍ରୀଙ୍କୁ ଲୁଟୁଥିବା…

ଭୁବନେଶ୍ୱରରେ ପୁଣି ମାଲବାହୀ ଟ୍ରେନ ଲାଇନଚ୍ୟୁତ।

ଭୁବନେଶ୍ବର: ଭୁବନେଶ୍ବରରେ ପୁଣି ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହୋଇଛି। ‌ରେଳଧାରଣାରୁ ୮ ବଗି ଖସିପଡ଼ିଛି। ଫଳରେ ଟ୍ରେନ୍‌ ଚଳାଚଳ ଠପ୍‌ ହୋଇଯାଇଛି। ପୂର୍ବତନ ରେଳପଥ ପକ୍ଷରୁ ଉଦ୍ଧାର…

କେନ୍ଦ୍ରରେ କାର୍ଯ୍ୟରତ ଓଡ଼ିଶା କ୍ୟାଡ଼ର ଓ ଓଡ଼ିଆ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ କଲେ ଆଲୋଚନା।

ନୀତି ଆୟୋଗ ବୈଠକରେ ଗତକାଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେବା ପରେ ଆଜି ଓଡ଼ିଶା ଭବନରେ କେନ୍ଦ୍ରରେ କାର୍ଯ୍ୟରତ ଓଡ଼ିଶା କ୍ୟାଡର ଅଧିକାରୀମାନଙ୍କ ଏକ…

ଭୁଶୁଡ଼ିଲା ଧର୍ମଶାଳା ବିଜେଡି ଗଡ଼।

ଯାଜପୁର/ଧର୍ମଶାଳା: ପରାଜୟ ପରେ ଧର୍ମଶାଳା ବିଜେଡି ଗଡ଼ ଭୁଶୁଡ଼ିବା ଆରମ୍ଭ କରିଛି। ବିଧାୟକ ହିମାଂଶୁ ସାହୁଙ୍କ ନେତୃତ୍ବକୁ ଭରସା କରି ଏକାଧିକ ସରପଞ୍ଚ, ସମିତିସଭ୍ୟସଭ୍ୟା ବିଜେଡି ସହିତ…