Author: Odisha Not Out

ଆସନ୍ତା କାଲି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ।

ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଚାଲୁଥିବାରୁ ଆସନ୍ତାକାଲି ଜୁଲାଇ ୨୯ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନଶୁଣାଣି ବନ୍ଦ ରହିବ। ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନଶୁଣାଣି…

ପ୍ୟାରିସ ଅଲମ୍ପିକ୍ସ: ମନୁଙ୍କ ପରେ ଭାରତ ପାଇଁ ପଦକ ଆଣି ପାରନ୍ତି ଅର୍ଜୁନ ବାବୁଲା!

ପ୍ୟାରିସ୍ : ଭାରତୀୟ ଶୁଟର ଅର୍ଜୁନ ବାବୁତା ନିଜର ଚମତ୍କାର ପ୍ରଦର୍ଶନ ଜାରି ରଖି ପୁରୁଷ ୧୦ ମିଟର ଏୟାର ରାଇଫଲ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।…

ଆଇଏଏସ୍ ଶାଶ୍ଵତ ମିଶ୍ର ହେଲେ ଅର୍ଥ ବିଭାଗ ପ୍ରମୁଖ ସଚିବ।

ଆଇଏଏସ ଶାଶ୍ୱତ ମିଶ୍ରଙ୍କୁ ନୂଆ ଦାୟିତ୍ୱ ମିଳିଛି । ଶ୍ରୀ ମିଶ୍ର ଅର୍ଥ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ପାଇଛନ୍ତି । OSSSC ଅଧ୍ୟକ୍ଷ ଭାବେ…

ନଦୀରେ ବୁଡ଼ି ଚାଲିଗଲା କାଉଡ଼ିଆଙ୍କ ଜୀବନ।

ଯାଜପୁର : ବୋଲବମ୍ ଯାତ୍ରା ପାଇଁ ପାଣି ଉଠାଇବା ବେଳେ ନଦୀରେ ବୁଡ଼ି କାଉଡ଼ିଆଙ୍କ ମୃତ୍ୟୁ। ବୈତରଣୀ ନଦୀର ବଲ୍ଲଭିଘାଟରେ ଘଟିଛି ଏଭଳି ଅଘଟଣ। ଆରଡ଼ିସ୍ଥିତ ଆଖଣ୍ଡଳମଣିକୁ…

ବିଶ୍ଵରେ ତ୍ରିରଙ୍ଗା ଉଡ଼ାଇବା ପାଇଁ ପ୍ୟାରିସ ଅଲମ୍ପିକ୍ସ ସୁଯୋଗ ଦେଇଛି- ମୋଦୀ।

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ପୂର୍ବାହ୍ନ ୧୧ଟାରେ ମନ୍ କି ବାତ୍‌ର ୧୧୨ ତମ ସଂସ୍କରଣରେ ଦେଶର ଲୋକଙ୍କୁ ସମ୍ବୋଧିତ କରୁଛନ୍ତି। ଲଗାତାର ତୃତୀୟ ଥର…

ନ୍ୟୁଜିଲାଣ୍ଡକୁ ହରାଇ ଭାରତୀୟ ପୁରୁଷ ହକିର ବିଜୟ ଅଭିଯାନ ଆରମ୍ଭ।

ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ପ୍ରଥମ ମ୍ୟାଚରୁ ବିଜୟ ଅଭିଯାନ ଆରମ୍ଭ କରିଛି । ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୩-୨ ଗୋଲରେ ପରାସ୍ତ…

ଚୀନ କୁ ଚେତାବନୀ ଦେଲା ଆମେରିକା।

ୱାଶିଂଟନୃ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଲାଓସରେ ଏଏସଇଏଏନ ଦେଶର ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କୁ ଭେଟିଛନ୍ତି। ଏହି ସମୟରେ…

ମହାନଦୀର ପ୍ରଥମ ବନ୍ୟାଜଳ ନିଷ୍କାସନ।

ସମ୍ବଲପୁର: ଆଜି ସକାଳ ୯ଟା ବେଳେ ଖୋଲିଛି ହୀରାକୁଦ ଡ୍ୟାମ ଗେଟ୍। ୭ନଂ ସ୍ଲୁଇସ୍‌ ଗେଟ୍‌ରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ଆରମ୍ଭ ହୋଇଛି। ମହାନଦୀର ଉପରମୁଣ୍ଡରେ ଲଗାଣ…

ଆଇଏଏସ୍ ଆଇପିଏସ୍ ହେବା ସ୍ଵପ୍ନ ଅଧୁରା ରହିଗଲା।

ନୂଆଦିଲ୍ଲୀ(ଶିବଶଙ୍କର ମହାନ୍ତି): ଶନିବାର ରାତିରେ କେନ୍ଦ୍ରୀୟ ଦିଲ୍ଲୀର ପୁରୁଣା ରାଜେନ୍ଦ୍ର ନଗର ଅଞ୍ଚଳରେ ୟୁପିଏସସି ପାଇଁ ପ୍ରସ୍ତୁତି ହେଉଥିବା ରାଓ ଇନଷ୍ଟିଚ୍ୟୁଟରେ ଏକ ବଡ଼ ଦୁର୍ଘଟଣା ଘଟିଛି।…