Category: ସାଂସ୍କୃତିକ

ଆଜିଠୁ ‘କଟକ ବାଲିଯାତ୍ରା’

କଟକ: ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ରାଜ୍ୟର ମହାମେଳା ଐତିହାସିକ କଟକ ବାଲିଯାତ୍ରା। ବହୁବର୍ଷର ବ୍ୟବଧାନ ପରେ କଟକ ବାଲିଯାତ୍ରାକୁ ଉଦ୍‌ଘାଟନ କରିବେ ରାଜ୍ୟର ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ…

ଓଡିଶା ସଂସ୍କୃତି ଓ ପରମ୍ପରାକୁ ମନେପକାଉଛି କାର୍ତ୍ତିକ ପୂର୍ଣ୍ଣିମା

ସୁଲଗ୍ନା ମହାନ୍ତି – ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଏହି ଅବସରରେ ‘ଆ କା ବା ବୈ…ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର।’ ଆଜି ଓଡ଼ିଶାର ଗାଁଠୁ ସହର ସବୁଠି କିଛି ଏଭଳି ଗୀତ ଗାଇ…

୨୦୨୦, ୨୦୨୧ ଓ ୨୦୨୨ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା

ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ତାଙ୍କର ଆଜୀବନ ଅବଦାନ ପାଇଁ ବିଶିଷ୍ଟ ଲେଖକ, ନିର୍ଦ୍ଦେଶକ ତଥା ଥିଏଟର ବ୍ଯକ୍ତିତ୍ୱ ଅନନ୍ତ ମହାପାତ୍ରଙ୍କୁ ସମ୍ମାନଜନକ ଆୱାର୍ଡ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର ପ୍ରଦାନ କରାଯିବ | ତାଙ୍କୁ ୨୦୨୦ ବର୍ଷ ପାଇଁ ଏହି…

ପାରାଦୀପ ଠାରେ ଆୟୋଜିତ କଳିଙ୍ଗ ବାଲିଯାତ୍ରା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ପାରାଦ୍ୱୀପ ଠାରେ ଆରମ୍ଭ ହୋଇସାରିଛି କଳିଙ୍ଗ ବାଲିଯାତ୍ରା ମହୋତ୍ସବ । ଏହି ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି । ଏହାକୁ ନେଇ ପାରାଦ୍ୱୀପ ସମୁଦ୍ର ବେଳାଭୂମିରେ ପ୍ରସ୍ତୁତି ଶେଷ ହୋଇଛି । ବିଜୁ ମଇଦାନରେ ଆରମ୍ଭ ହେଇଥିବା…

ଚଳିତ ବର୍ଷ ଉଭୟ ଉପର ଓ ତଳ ପଡ଼ିଆରେ ହେବ ବାଲିଯାତ୍ରା

ତଳ ପଡ଼ିଆ ସହ ଉପର ପଡ଼ିଆରେ ବି ହେବ ବାଲିଯାତ୍ରା । ହାଇକୋର୍ଟ ବାଲିଯାତ୍ରା ପ୍ରସଙ୍ଗରେ ଶୁଣାଣି କରି ଉପର ପଡିଆରେ ବାଲିଯାତ୍ରା ପାଇଁ ଅନୁମତି ଦେଇଛନ୍ତି। ଚଳିତ ବର୍ଷ ଉଭୟ ଉପର ଓ ତଳ ପଡ଼ିଆରେ ବାଲିଯାତ୍ରା ପାଇଁ ଅନୁମତି…

ହ୍ବାଇଟ ହାଉସର ସେନା ବ୍ୟାଣ୍ଡ ଦୀପାବଳିରେ ବଜାଇଲେ ‘ଓମ ଜୟ ଜଗଦୀଶ ହରେ’ ଭାଇରାଲ ହେଉଛି ଭିଡିଓ

ଦୀପାବଳି ଏକ ପର୍ବ ଏବଂ ଲୋକମାନେ ଏହାକୁ କେବଳ ଭାରତରେ ନୁହେଁ ବିଶ୍ୱର ଅନ୍ୟ ଦେଶରେ ମଧ୍ୟ ପାଳନ କରାଯାଉଛି। ନିକଟରେ ଆମେରିକାର ରାଷ୍ଟ୍ରପତି ଭବନ ହ୍ବାଇଟ ହାଉସରେ ଦୀପାବଳି ଉତ୍ସବ ଆୟୋଜନ କରାଯାଇଥିଲା, ଯେଉଁଥିରେ ଅନେକ ଲୋକ ଅଂଶଗ୍ରହଣ କରିଥିଲେ।…

ଦୀପାବଳି

(ସୁଲଗ୍ନା ମହାନ୍ତି) – ଆଜି ଆଲୋକର ପର୍ବ ଦୀପାବଳୀ । ଚଳଚଞ୍ଚଳ ଗାଁ ଠୁ ସହର । ରଙ୍ଗୀନ ଆଲୋକରେ ସଜେଇ ହୋଇଛି ଘରଠୁ ଅଫିସ୍ । ଆନନ୍ଦ, ଆଲୋକ, ଉତ୍ସାହ, ସୁଖ, ସମୃଦ୍ଧିିକୁ ନେଇ ଆସିଛିି ଦୀପାବଳି , ଅନ୍ୟାୟ…

ବୈଠକରେ ନିଷ୍ପତ୍ତି: ଜାନୁଆରି ୩ରୁ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ବରଗଡର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା-୨୦୨୫ ପାଇଁ ତାରିଖ ଘୋଷଣା ହୋଇଛି। ଆସନ୍ତା ଜାନୁଆରି ୩ ତାରିଖରୁ ଧନୁଯାତ୍ରା ଆରମ୍ଭ ହେବ। ଏକାଦଶ ଦିବସୀୟ ଏହି ମୁକ୍ତାକାଶ ରଂଗମଞ୍ଚ ୧୩ ତାରିଖ ଯାଏଁ ଜାରି ରହିବ। ୧୧ ଦିନ ଧରି ବରଗଡରେ ଚାଲିବ…

ଆଜି ପୁରୀ ଗୋଷାଣୀ ମେଳଣ

ପୁରୀ: ଆଜି ପୁରୀରେ ଅନୁଷ୍ଠିତ ହେବ ଗୋଷାଣି ମେଳଣ । ଆଶ୍ବିନ ମାସ ଶୁକ୍ଳ ପକ୍ଷ ପବିତ୍ର ଏକାଦଶୀ ତିଥିରେ ଶ୍ରୀକ୍ଷେତ୍ରରେ ପୂଜା ପାଉଥିବା ଗୋଷାଣି ମାନଙ୍କର ଶ୍ରୀମନ୍ଦିର ସମ୍ମୁଖରେ ଦେବସଭା ଅନୁଷ୍ଠିତ ହେବ । ବିଧି ଅନୁସାରେ ଶ୍ରୀମନ୍ଦିର ଉପରକୁ…

ରାବଣ ପୋଡ଼ି ଏକ ଅପ୍ରସଙ୍ଗ..

(ସୁଲଗ୍ନା ମହାନ୍ତି) : ଦୂର୍ଗାପୂଜା ଅପେକ୍ଷା ରାବଣପୋଡି ଉପରେ ବର୍ତ୍ତମାନ ଗୁରୁତ୍ଵ ଅଧିକ । ମା ଦୂର୍ଗା ଦେବୀଙ୍କ ପୂଜାସହ ଏହାର ସମ୍ପର୍କକୁ ଇଚ୍ଛାକୃତ ଭାବରେ ଯୋଡା ଯାଇଛି । ତେଣୁ ସବୁ ମୃଣ୍ମୟୀ ମୂର୍ତ୍ତି ମେଢ ନିକଟରେ ଏହା ପାଳନ…