Category: ସାଂସ୍କୃତିକ

ମାଗଣା ମିଳିବ ମହାପ୍ରସାଦ କୁଡୁଆ

ଭୁବନେଶ୍ୱର: ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ବଡ଼ ଘୋଷଣା। ମାଗଣା ମିଳିବ ମହାପ୍ରସାଦ କୁଡୁଆ। ଶ୍ରୀମନ୍ଦିରରେ ଭକ୍ତଙ୍କୁ ମାଗଣା ମହାପ୍ରସାଦ କୁଡୁଆ ଯୋଗାଇବାକୁ ଯୋଜନା ଚାଲିଛି ବୋଲି କହିଲେ ଆଇନ ମନ୍ତ୍ରୀ। ମନ୍ତ୍ରୀ କହିଛନ୍ତି, ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କୁ ମହାପ୍ରସାଦ…

ବିଜୟ ଦଶମୀ

( ସୁଲଗ୍ନା ମହାନ୍ତି ) : ଆଜିର ଦିନରେ ମା’ଙ୍କ ପୂଜା କଲେ ଦଶ ଜନ୍ମର ପାପରୁ ଉଦ୍ଧାର ମିଳିଥାଏ। ସମସ୍ତ ପୂଜା ମଣ୍ଡପ ଗୁଡିକରେ ଜଗତଜନନୀ ଦେବୀ ଦୁର୍ଗାଙ୍କର ବିଜୟାଦଶମୀ ପୂଜାର୍ଚ୍ଚନା ଜାରି ରହିଛି। ଏହା ପରେ ଅପରାଜିତା ପୂଜା,…

ବିଜୟା ରଥ

ଶରତର ଆଗମନରେ ଧରାବତରଣ କରିଛନ୍ତି ଜଗତଜନନୀ ମା’ ଦୁର୍ଗା। ବିଭିନ୍ନ ପୂଜା ପେଣ୍ଡାଲ ସହ ଶକ୍ତିପୀଠରେ ଚାଲିଛି ଦେବୀଙ୍କ ଆରାଧନା। ଆଜି ଜଗତଜନନୀ ମା ବିରଜାଙ୍କ ମହାଷ୍ଟମୀ ପୂଜା। ଏଥିପାଇଁ ଚଳଚଂଚଳ ହୋଇଉଠିଛି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠ…

ଶାରଦୀୟ ଅଭିନନ୍ଦନ

ଶାରଦୀୟ ଦୁର୍ଗାପୂଜା ଅବସରରେ ସମସ୍ତଙ୍କୁ Odisha Not Out ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା l ମା ଦୁର୍ଗା ସମସ୍ତଙ୍କୁ ସୁଖ, ସୁସ୍ଥତା ଓ ସୁରକ୍ଷା ପ୍ରଦାନ କରନ୍ତୁ lଏହି ଅବସରରେ ନାରୀ ଜାତିଙ୍କୁ ଉପଯୁକ୍ତ ସମ୍ମାନ ଦେବା ଆମ…

ନବ ଦୁର୍ଗା ପୂଜା

(ସୁଲଗ୍ନା ମହାନ୍ତି): ଆଶ୍ବିନ ଶୁକ୍ଳ ପ୍ରତିପଦା ତିଥିରୁ ନବମୀ ପର୍ଯ୍ୟନ୍ତ ନବରାତ୍ରୀ ପୂଜା କରାଯାଏ। ଏଥିରେ ମା’ ଦୁର୍ଗାଙ୍କ ନଅଟି ସ୍ବରୂପକୁ ପୂଜା କରାଯାଏ, ଯାହାଙ୍କୁ ନବଦୁର୍ଗା ଭାବେ ବର୍ଣ୍ଣନା କରାଯାଇଛି। ଶୈଳପୁତ୍ରୀ: ନବରାତ୍ରୀର ପ୍ରଥମଦିନରେ ଶୈଳପୁତ୍ରୀ ପୂଜା ପାଆନ୍ତି। ସେ…

ବାଜିବ ଆମର ଥରିବ ତମର ନାଚିବୁ ଆମେ ଦେଖିବା ତମେ

ମଲ୍ଲିକା ପୁର ଦାଣ୍ଡିସାହି ଗ୍ରାମର ମା’ ଭଗବତୀ କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ଗଣେଶ ପୂଜା ଭସାଣୀ ଜାକ ଜମକରେ ହୋଇଯାଇଅଛି। ଗ୍ରାମର ସମସ୍ତ ବର୍ଗର ଯୁବକ ଭସାଣୀ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଥିଲେ। ପାରମ୍ପରିକ ବାଦ୍ୟ ସାଉଣ୍ଡ ସହ ହଜି ଯାଉଥିବା…

ପଶ୍ଚିମ ଓଡ଼ିଶାର ଲୋକ ପର୍ବ ‘ନୂଆଁଖାଇ’

(ସୁଲଗ୍ନା ମହାନ୍ତି) : ନୂଆଁଖାଇ ମାଟି ମା’ର ପର୍ବ । ବହୁ ଆଡ଼ମ୍ବରରେ ପଶ୍ଚିମ ଓଡ଼ିଶାର ଘରେ ଘରେ ନୂଆଁଖାଇ ପର୍ବ ପାଳିତ ହୋଇଥାଏ । କୃଷିଭିତ୍ତିକ ଏହି ପର୍ବ ଚାଷୀ ପରିବାରରେ ନୂଆ ଆନନ୍ଦ ଆଣିଦେଇ ଥାଏ। ସମସ୍ତେ ବର୍ଷକର…

ଶ୍ରୀ ଗଣେଶ

(ସୁଲଗ୍ନା ମହାନ୍ତି) : ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ପାଳନ କରାଯାଏ ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ପୂଜା। ଓଡ଼ିଶାର ପୁରପଲ୍ଲୀରେ ଏହି ପୂଜା ପରମ୍ପରା ଓ ବିଧିବିଧାନ ଅନୁସାରେ ପାଳିତ ହୋଇଥାଏ । ବିଶେଷକରି ଶିକ୍ଷାନୁଷ୍ଠାନମାନଙ୍କରେ ଗଣେଶ ଚତୁର୍ଥୀ ମହାଆଡ଼ମ୍ବରରେ ପାଳନ…

ଗୁରୁଙ୍କ ପାଇଁ ଦିନଟିଏ

(ସୁଲଗ୍ନା ମହାନ୍ତି) : ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁ ଦେବୋ ମହେଶ୍ବର,ଗୁରୁ ସାକ୍ଷାତ୍ ପରଂବ୍ରହ୍ମ, ତସ୍ମୈ ଶ୍ରୀ ଗୁରବେ ନମଃ’ ଗୁରୁ ଅଜ୍ଞାନ ରୂପକ ଅନ୍ଧକାରକୁ ଦୂରେଇ ଜ୍ଞାନର ଆଲୋକ ପ୍ରଦାନ କରନ୍ତି। ସମାଜର ଏକ ବିଶେଷ ଭାର ବହନ…

କୃଷ୍ଣମୟ ସାରା ଜଗତ

ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି। ପବିତ୍ର ଜନ୍ମାଷ୍ଟମୀ ତଥା ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ। ଆଜି ସାରା ଦେଶରେ ଶ୍ରଦ୍ଧାଳୁମାନେ ବେଶ ଉତ୍ସାହର ସହ ପାଳିବେ ନନ୍ଦଲାଲାଙ୍କ ଜନ୍ମୋତ୍ସବ। ଏହି ଅବସରରେ Odisha Not Out ପରିବାର ତରଫରୁ…