Category: ଦେଶ ବିଦେଶ

ପ୍ରଥମ ଥର ୟୁକ୍ରେନ ଯିବେ ପ୍ରଧାନମନ୍ତ୍ରୀ।

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଅଗଷ୍ଟ ୨୩ ତାରିଖରେ ୟୁକ୍ରେନ ଗସ୍ତ କରିବାର ସମ୍ଭାବନା ରହିଛି। ଯେଉଁଠାରେ ସେ ରାଷ୍ଟ୍ରପତି ଭଲ୍‌ଡିମିର୍‌ ଜେଲେନସ୍କିଙ୍କୁ ଭେଟିବେ। ରୁଷ ସହିତ ଯୁଦ୍ଧ ପରଠାରୁ ଏହାପ୍ରଧାନମନ୍ତ୍ରୀଙ୍କ ପ୍ରଥମ ୟୁକ୍ରେନ ଗସ୍ତ ହେବ। ପ୍ରଧାନମନ୍ତ୍ରୀ ମୋଦୀ ରୁଷ୍‌…

ଶତ୍ରୁଙ୍କୁ ଚିହ୍ନଟ କରାଉଛି ମୃତକଙ୍କ ଟାଟୁ।

ମୁମ୍ବାଇ: ଏକ ସ୍ପା ରେ ହତ୍ୟା କରାଯାଇଥିବା ଗୁରୁ ୱାଗମେରଙ୍କ ଟାଟୁ ଖୋଲୁଛି ଗୁମର। ସେ ତାଙ୍କ ଜଙ୍ଘରେ ତାଙ୍କର ୨୨ ଜଣ ଶତ୍ରୁଙ୍କ ନାମ ଲେଖିଥିବାରୁ ପୁଲିସ୍‌କୁ ବହୁତ ସୁବିଧା ହେଉଛି। ପୁଲିସ୍‌ ସେହି ନାମକୁ ଭିତ୍ତି କରି ତିନିଜଣ…

ଆଜି ଅଲମ୍ପିକ୍ସର ଉଦଘାଟନ।

ପ୍ୟାରିସ୍: ବହୁପ୍ରତୀକ୍ଷିତ ପ୍ୟାରିସ୍ ଅଲିମ୍ପିକ୍ସ ଶୁକ୍ରବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହେବ। ଅଲିମ୍ପିକ୍ସ ଇତିହାସରେ ପ୍ରଥମ ଥର ପାଇଁ ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବ ଷ୍ଟାଡିୟମ୍ ବାହାରେ ଏବଂ ନଈ ମଝିରେ ଅନୁଷ୍ଠିତ ହେବ। ଏଥିଲାଗି ପ୍ୟାରିସ୍‌ର ସେନ୍ ନଦୀ ଭିତରେ ଓ…

ବିମାନ ଯାତ୍ରୀଙ୍କୁ ସୁବିଧା : ପେପର ଲେସ୍ ହେବ ବିମାନ ସେବା

ଭୁବନେଶ୍ୱର: ପେପର ଲେସ୍ ହେବ ବିମାନ ସେବା । ଆଉ ଘଣ୍ଟା ଘଣ୍ଟା ଲାଇନରେ ଛିଡା ହେବେନି ବିମାନ ଯାତ୍ରୀ । ଡିଗି ଯାତ୍ରା ଆପ୍ ଜରିଆରେ ବିମାନ ବନ୍ଦରରେ ହେବ ଚେକ ଇନ୍ । ଏହାଦ୍ୱାରା କଣ୍ଟାକ୍ଟ ଲେସ୍ ,…

ରାଷ୍ଟ୍ରପତି ଭବନର ଅଶୋକ ଓ ଦରବାର ହଲ୍ ର ନାମ ବଦଳିଲା

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନର ଦରବାର ହଲ୍’ ଏବଂ ‘ଅଶୋକ ହଲ୍’ର ନାମ ପରିବର୍ତ୍ତନ କରାଯାଇଛି। ଅଶୋକା ହଲର ନାମ ଅଶୋକା ମଣ୍ଡପ ହୋଇଥିବା ବେ‌ଳେ ଦରବାର ହଲର ନାମ ଗଣତନ୍ତ୍ର ମଣ୍ଡପ ରଖାଯାଇଛି। ଆଜି ଦ୍ରୌପଦୀ ମୁର୍ମୁଙ୍କର ରାଷ୍ଟ୍ରପତି ହେବାକୁ ଦୁଇ…

ରେଳ ବଜେଟରେ ଓଡ଼ିଶାକୁ ୧୦,୫୮୬ କୋଟି

ଭୁବନେଶ୍ବର: ରେଳ ବଜେଟ୍‌ ଇତିହାସରେ ପ୍ରଥମ ଥର ପାଇଁ ଓଡ଼ିଶାକୁ ରେକର୍ଡ ପରିମାଣର ୧୦ ହଜାର ୫୮୬ କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି। ୨୦୨୨, ୨୦୨୩ ଓ ୨୦୨୪ର ଅନୁଦାନକୁ ଦେଖିଲେ ଓଡ଼ିଶାକୁ ଚାରି ବର୍ଷରେ ହାରାହାରି ୧୦ ହଜାର…

କାଠମାଣ୍ଡୁରେ ବିମାନ ଦୁର୍ଘଟଣା

କାଠମାଣ୍ଡୁ: ନେପାଳର କାଠମାଣ୍ଡୁରେ ଥିବା ଟ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦର (ଟିଆଇଏ) ରେ ବିମାନ ଟେକ୍‌-ଅଫ୍‌ କରୁଥିବା ବେଳେ ସୌର୍ଯ୍ୟ ଏୟାରଲାଇନ୍ସର ସିଆର୍‌ଜେ-୨୦୦ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ୧୯ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୋଖରା ଅଭିମୁଖେ ଯାଉଥିବା ଉକ୍ତ ବିମାନରେ…

ବଜେଟ ରେ ଓଡିଶା ପାଇଁ ଦୁଇ ବଡ଼ ଘୋଷଣା

ନୂଆଦିଲ୍ଲୀ: ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ବାରା କ୍ରମାଗତ ସପ୍ତମ ଥର ପାଇଁ କେନ୍ଦ୍ର ବଜେଟ୍‌ ୨୦୨୪-୨୫ ଆଗତ କରାଯାଇଛି। ଏଥର ବଜେଟ୍‌ରେ ବିହାର ଓ ଆନ୍ଧ୍ର ପ୍ରଦେଶ ପାଇଁ ଅନେକ ଘୋଷଣା କରାଯାଇଥିବା ବେଳେ ଓଡ଼ିଶା ପରିପ୍ରେକ୍ଷୀରେ ପର୍ଯ୍ୟଟନ…

ନିଟ୍ ପେପର ଲିକ୍: ପରୀକ୍ଷା ଆଉ ଅନୁଷ୍ଠିତ ହେବ ନାହିଁ – ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିଟ୍ ପେପର ଲିକ୍ ମାମଲାରେ ପୁଣି ପରିକ୍ଷା ଦାବି କରୁଥିବା ଆବେଦନର ଶୁଣାଣି ସୁପ୍ରିମକୋର୍ଟରେ ଶେଷ ହୋଇଛି। ପୁନର୍ବାର ପରୀକ୍ଷା ନକରିବାକୁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ହାଜାରୀବାଗରେ ପେପର ଲିକ୍ ହୋଇଥିଲା। ତେବେ ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ…