Category: ଆଧ୍ୟାତ୍ମିକ

ଆଜି ପୁରୀ ଗୋଷାଣୀ ମେଳଣ

ପୁରୀ: ଆଜି ପୁରୀରେ ଅନୁଷ୍ଠିତ ହେବ ଗୋଷାଣି ମେଳଣ । ଆଶ୍ବିନ ମାସ ଶୁକ୍ଳ ପକ୍ଷ ପବିତ୍ର ଏକାଦଶୀ ତିଥିରେ ଶ୍ରୀକ୍ଷେତ୍ରରେ ପୂଜା ପାଉଥିବା ଗୋଷାଣି ମାନଙ୍କର ଶ୍ରୀମନ୍ଦିର ସମ୍ମୁଖରେ ଦେବସଭା ଅନୁଷ୍ଠିତ ହେବ । ବିଧି ଅନୁସାରେ ଶ୍ରୀମନ୍ଦିର ଉପରକୁ…

ମାଗଣା ମିଳିବ ମହାପ୍ରସାଦ କୁଡୁଆ

ଭୁବନେଶ୍ୱର: ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ବଡ଼ ଘୋଷଣା। ମାଗଣା ମିଳିବ ମହାପ୍ରସାଦ କୁଡୁଆ। ଶ୍ରୀମନ୍ଦିରରେ ଭକ୍ତଙ୍କୁ ମାଗଣା ମହାପ୍ରସାଦ କୁଡୁଆ ଯୋଗାଇବାକୁ ଯୋଜନା ଚାଲିଛି ବୋଲି କହିଲେ ଆଇନ ମନ୍ତ୍ରୀ। ମନ୍ତ୍ରୀ କହିଛନ୍ତି, ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କୁ ମହାପ୍ରସାଦ…

ବିଜୟ ଦଶମୀ

( ସୁଲଗ୍ନା ମହାନ୍ତି ) : ଆଜିର ଦିନରେ ମା’ଙ୍କ ପୂଜା କଲେ ଦଶ ଜନ୍ମର ପାପରୁ ଉଦ୍ଧାର ମିଳିଥାଏ। ସମସ୍ତ ପୂଜା ମଣ୍ଡପ ଗୁଡିକରେ ଜଗତଜନନୀ ଦେବୀ ଦୁର୍ଗାଙ୍କର ବିଜୟାଦଶମୀ ପୂଜାର୍ଚ୍ଚନା ଜାରି ରହିଛି। ଏହା ପରେ ଅପରାଜିତା ପୂଜା,…

ବିଜୟା ରଥ

ଶରତର ଆଗମନରେ ଧରାବତରଣ କରିଛନ୍ତି ଜଗତଜନନୀ ମା’ ଦୁର୍ଗା। ବିଭିନ୍ନ ପୂଜା ପେଣ୍ଡାଲ ସହ ଶକ୍ତିପୀଠରେ ଚାଲିଛି ଦେବୀଙ୍କ ଆରାଧନା। ଆଜି ଜଗତଜନନୀ ମା ବିରଜାଙ୍କ ମହାଷ୍ଟମୀ ପୂଜା। ଏଥିପାଇଁ ଚଳଚଂଚଳ ହୋଇଉଠିଛି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠ…

ଶାରଦୀୟ ଅଭିନନ୍ଦନ

ଶାରଦୀୟ ଦୁର୍ଗାପୂଜା ଅବସରରେ ସମସ୍ତଙ୍କୁ Odisha Not Out ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା l ମା ଦୁର୍ଗା ସମସ୍ତଙ୍କୁ ସୁଖ, ସୁସ୍ଥତା ଓ ସୁରକ୍ଷା ପ୍ରଦାନ କରନ୍ତୁ lଏହି ଅବସରରେ ନାରୀ ଜାତିଙ୍କୁ ଉପଯୁକ୍ତ ସମ୍ମାନ ଦେବା ଆମ…

ନବ ଦୁର୍ଗା ପୂଜା

(ସୁଲଗ୍ନା ମହାନ୍ତି): ଆଶ୍ବିନ ଶୁକ୍ଳ ପ୍ରତିପଦା ତିଥିରୁ ନବମୀ ପର୍ଯ୍ୟନ୍ତ ନବରାତ୍ରୀ ପୂଜା କରାଯାଏ। ଏଥିରେ ମା’ ଦୁର୍ଗାଙ୍କ ନଅଟି ସ୍ବରୂପକୁ ପୂଜା କରାଯାଏ, ଯାହାଙ୍କୁ ନବଦୁର୍ଗା ଭାବେ ବର୍ଣ୍ଣନା କରାଯାଇଛି। ଶୈଳପୁତ୍ରୀ: ନବରାତ୍ରୀର ପ୍ରଥମଦିନରେ ଶୈଳପୁତ୍ରୀ ପୂଜା ପାଆନ୍ତି। ସେ…

୨ କୋଟି ୮୬ ଲକ୍ଷ ଟଙ୍କାରେ ନିଲାମ ହେଲା ମହାପ୍ରଭୁଙ୍କ ଅର୍ପଣ ଚାଉଳ

ପୁରୀ: ମହାପ୍ରଭୁଙ୍କ ଅର୍ପଣ ଚାଉଳ ନିଲାମ ହୋଇଛି। ମୋଟ ୧୦ହଜାର ୩୨୨ କ୍ବିଣ୍ଟାଲ ଅର୍ପଣ ଚାଉଳକୁ ୨କୋଟି ୮୬ ଲକ୍ଷ ଟଙ୍କାରେ ବିକ୍ରି କରିଛି ଶ୍ରୀମନ୍ଦିର ପ୍ରଶାସନ। କ୍ବିଣ୍ଟାଲ ପିଛା ୨୭ ଶହ ୮୦ ଟଙ୍କାରେ ଅର୍ପଣ ଚାଉଳ ବିକ୍ରି ହୋଇଛି।…

ଧୁମଧାମରେ ପାଳନ ହେଉଛି ଗଣେଶ ପୂଜା

ଅଗ୍ରପୂଜ୍ୟଙ୍କ ଆବାହନ ସହ ଆରମ୍ଭ ହୋଇଛି ପାର୍ବଣ। ଗଜାନନଙ୍କ ପୂଜା ପାଇଁ ସାରା ରାଜ୍ୟ ଉତ୍ସବମୁଖର। ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ଦଶରଥପୁର ବ୍ଲକସ୍ଥ ମଲ୍ଲିକାପୁର ଦାଣ୍ଡିସାହି ଗ୍ରାମରେ ମା ଭଗବତୀ କମିଟି ଦ୍ଵାରା ଧୁମଧାମରେ ପାଳିତ ହୋଇଯାଇଅଛି…

ଶ୍ରୀ ଜଗନ୍ନାଥ ଦିବ୍ୟ ଚେତନା ପ୍ରଚାର କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ।

ଯାଜପୁର :- ଶ୍ରୀଜଗନ୍ନାଥଙ୍କ ଦିବ୍ୟ ଚେତନା ପ୍ରଚାର ପାଇଁ ଶ୍ରୀଜଗନ୍ନାଥ ଚେତନା ଆନ୍ତର୍ଜାତୀୟ ଚାରଣ ଗୋଷ୍ଠୀ ପୁରୀ ପକ୍ଷରୁ ଏକ ବିଶାଳ କାର୍ଯ୍ୟକ୍ରମ ଯାଜପୁର ଜିଲ୍ଲା ଶଙ୍ଖଚିଲା ହିଙ୍ଗୁଳା ମନ୍ଦିର ପ୍ରାଙ୍ଗଣରେ ଚଳିତ ସେପ୍ଟେମ୍ବର ୨୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଅଛି…

କୃଷ୍ଣମୟ ସାରା ଜଗତ

ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି। ପବିତ୍ର ଜନ୍ମାଷ୍ଟମୀ ତଥା ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ। ଆଜି ସାରା ଦେଶରେ ଶ୍ରଦ୍ଧାଳୁମାନେ ବେଶ ଉତ୍ସାହର ସହ ପାଳିବେ ନନ୍ଦଲାଲାଙ୍କ ଜନ୍ମୋତ୍ସବ। ଏହି ଅବସରରେ Odisha Not Out ପରିବାର ତରଫରୁ…