Category: ଆଧ୍ୟାତ୍ମିକ

୨ କୋଟି ୮୬ ଲକ୍ଷ ଟଙ୍କାରେ ନିଲାମ ହେଲା ମହାପ୍ରଭୁଙ୍କ ଅର୍ପଣ ଚାଉଳ

ପୁରୀ: ମହାପ୍ରଭୁଙ୍କ ଅର୍ପଣ ଚାଉଳ ନିଲାମ ହୋଇଛି। ମୋଟ ୧୦ହଜାର ୩୨୨ କ୍ବିଣ୍ଟାଲ ଅର୍ପଣ ଚାଉଳକୁ ୨କୋଟି ୮୬ ଲକ୍ଷ ଟଙ୍କାରେ ବିକ୍ରି କରିଛି ଶ୍ରୀମନ୍ଦିର ପ୍ରଶାସନ। କ୍ବିଣ୍ଟାଲ ପିଛା ୨୭ ଶହ ୮୦ ଟଙ୍କାରେ ଅର୍ପଣ ଚାଉଳ ବିକ୍ରି ହୋଇଛି।…

ଧୁମଧାମରେ ପାଳନ ହେଉଛି ଗଣେଶ ପୂଜା

ଅଗ୍ରପୂଜ୍ୟଙ୍କ ଆବାହନ ସହ ଆରମ୍ଭ ହୋଇଛି ପାର୍ବଣ। ଗଜାନନଙ୍କ ପୂଜା ପାଇଁ ସାରା ରାଜ୍ୟ ଉତ୍ସବମୁଖର। ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ଦଶରଥପୁର ବ୍ଲକସ୍ଥ ମଲ୍ଲିକାପୁର ଦାଣ୍ଡିସାହି ଗ୍ରାମରେ ମା ଭଗବତୀ କମିଟି ଦ୍ଵାରା ଧୁମଧାମରେ ପାଳିତ ହୋଇଯାଇଅଛି…

ଶ୍ରୀ ଜଗନ୍ନାଥ ଦିବ୍ୟ ଚେତନା ପ୍ରଚାର କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ।

ଯାଜପୁର :- ଶ୍ରୀଜଗନ୍ନାଥଙ୍କ ଦିବ୍ୟ ଚେତନା ପ୍ରଚାର ପାଇଁ ଶ୍ରୀଜଗନ୍ନାଥ ଚେତନା ଆନ୍ତର୍ଜାତୀୟ ଚାରଣ ଗୋଷ୍ଠୀ ପୁରୀ ପକ୍ଷରୁ ଏକ ବିଶାଳ କାର୍ଯ୍ୟକ୍ରମ ଯାଜପୁର ଜିଲ୍ଲା ଶଙ୍ଖଚିଲା ହିଙ୍ଗୁଳା ମନ୍ଦିର ପ୍ରାଙ୍ଗଣରେ ଚଳିତ ସେପ୍ଟେମ୍ବର ୨୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଅଛି…

କୃଷ୍ଣମୟ ସାରା ଜଗତ

ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି। ପବିତ୍ର ଜନ୍ମାଷ୍ଟମୀ ତଥା ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ। ଆଜି ସାରା ଦେଶରେ ଶ୍ରଦ୍ଧାଳୁମାନେ ବେଶ ଉତ୍ସାହର ସହ ପାଳିବେ ନନ୍ଦଲାଲାଙ୍କ ଜନ୍ମୋତ୍ସବ। ଏହି ଅବସରରେ Odisha Not Out ପରିବାର ତରଫରୁ…

ଆଜି ରାହୁରେଖା ଲାଗି ହେବେ ମହାପ୍ରଭୁ; ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ: ଶ୍ରୀମନ୍ଦିରରେ ଆଜି ରାହୁରେଖା ଲାଗି ହେବେ ମହାପ୍ରଭୁ। ପ୍ରଥମ ଭୋଗମଣ୍ଡପ ପୂଜା ପରେ ଦଇତାପତି ସେବକମାନେ ଦାରୁବିଗ୍ରଙ୍କୁ ରାହୁରେଖା ଲାଗି କରିବେ। ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ରାହୁରେଖା ଓଲାଗି ହୋଇ ଭାଦ୍ରବ କୃଷ୍ଣପକ୍ଷ ପଞ୍ଚମୀ ତିଥି (ରେଖାପଞ୍ଚମୀ)ରେ ରାହୁରେଖା ଲାଗି…

ମାଗଣା ମିଳିବ ଅବଢ଼ା

ପୁରୀ,୧୮।୮: ଏଣିକି ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କୁ ମାଗଣା ମହାପ୍ରସାଦ ମିଳିବ। ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏ ନେଇ ବୟାନ ରଖିଛନ୍ତି। ଭକ୍ତଙ୍କୁ ମାଗଣା ଅବଢ଼ା ଦେବାକୁ ବ୍ୟବସ୍ଥା କରାଯାଉଛି। ପ୍ରତିଦିନ ପ୍ରାୟ ଏକରୁ ଦେଢ଼ ଲକ୍ଷ ଭକ୍ତ ଶ୍ରୀମନ୍ଦିର ଆସୁଛନ୍ତି, ସମସ୍ତଙ୍କୁ…

ପୂଜାପଣ୍ଡା ପ୍ରଶାସନ ବିବାଦ: ନୀତି କାନ୍ତି ୬ଘଣ୍ଟା ବନ୍ଦ।

ପୁରୀ: ଶ୍ରୀମନ୍ଦିର ପୂଜାପଣ୍ଡା ସେବକ ଓ ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀଙ୍କ ମଧ୍ୟରେ ଆଜି ମହାସ୍ନାନ ନୀତିକୁ ନେଇ ବାଦବିବାଦ କାରଣରୁ ମହାପ୍ରଭୁଙ୍କ ନୀତିକାନ୍ତି ବିଳମ୍ବ ହୋଇଛି। ପୂଜାପଣ୍ଡା ସେବକ ନୀତି ବନ୍ଦ କରିଦେବା ଓ ପରବର୍ତ୍ତୀ ନୀତିକାନ୍ତି କରିବାକୁ ଅମଙ୍ଗ ପ୍ରକାଶ…

ବୋଲ ବମ୍ ହରହର ବମ୍।

(ସୁଲଗ୍ନା ମହାନ୍ତି ) : ଶ୍ରାବଣ ମାସରେ ବୋଲବମ୍‌ ଯାତ୍ରାର ବିଶେଷ ମହତ୍ତ୍ବ ଅଛି। ଦେବଦେବ ମହାଦେବଙ୍କୁ ସମର୍ପିତ ଏହି ପବିତ୍ର ମାସରେ ଭକ୍ତମାନେ ଶିବଙ୍କୁ ଜଳାଭିଷେକ କରିଥାନ୍ତି। ସେଥିପାଇଁ ସେମାନେ ବୋଲବମ୍‌ ଯାତ୍ରା କରିଥାନ୍ତି। ଶିବଭକ୍ତମାନେ ଗେରୁଆ ବସ୍ତ୍ର ପରିଧାନ…

ଆଜି ଶ୍ରାବଣ ଦ୍ଵିତୀୟ ସୋମବାର: ଜଳାଭିଷେକ କରୁଛନ୍ତି କାଉଡ଼ିଆ।

ଭୁବନେଶ୍ୱର: ଆଜି ଶ୍ରାବଣ ମାସ ଦ୍ୱିତୀୟ ସୋମବାର। ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ପ୍ରମୁଖ ଶୈବପୀଠ। ସକାଳୁ ସକାଳୁ ବିଭିନ୍ନ ଶିବମନ୍ଦିରରେ ଲାଗିଛି କାଉଡ଼ିଆଙ୍କ ଲମ୍ବା ଧାଡ଼ି। ଧାଡ଼ିବାନ୍ଧି ଲାଇନରେ ଯାଇ ଦେବ ଦେବ ମହାଦେବଙ୍କୁ ଜଳାଭିଷେକ କରି ଆଶିଷ ଭିକ୍ଷା କରୁଛନ୍ତି…

ଖୋଲିଲା ବାଇଶି ପାହଚ ଆନନ୍ଦ ବଜାର ଦ୍ଵାର।

ପୁରୀ: ଶ୍ରୀମନ୍ଦିର ଆନନ୍ଦବଜାର ବାଇଶିପାହାଚ ଦ୍ବାର ଆଜି ଭକ୍ତ ଓ ସେବାୟତଙ୍କ ପାଇଁ ଉନ୍ମୁକ୍ତ କରାଯାଇଛି। ପ୍ରଶାସନିକ ନିଷ୍ପତ୍ତିକ୍ରମେ ଗ ୮ ବର୍ଷ ଧରି ତାଲା ପଡ଼ିରହିଥିବା ଏହି ଦ୍ବାରରୁ ଆଜି ତାଲା ଖୋଲାଯାଇଛି। ଯାହା ଭକ୍ତ ଓ ସେବାୟତଙ୍କ ମହାପ୍ରସାଦ…