Category: ଆଧ୍ୟାତ୍ମିକ

ରତ୍ନ ଭଣ୍ଡାର ଗଣତି , ମଣତି ପାଇଁ ଏସ୍ଓପି ପ୍ରସ୍ତୁତ

କଟକ: ରତ୍ନଭଣ୍ଡାର ଗଣତି, ମଣତି ନେଇ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗଣତି, ମଣତି ଏସଓପି ପ୍ରସ୍ତୁତ ସରିଛି। ଏଏସଆଇ ମରାମତି କରି ସାର୍ଟିଫିକେଟ୍‌ ଦେବା ପରେ ଗଣତି, ମଣତି ହେବ।…