ଜୁନ ୨୦ ରେ ଖୋଲିବ ସ୍କୁଲ
ରାଜ୍ୟ ରେ ଜୁନ୍ 20 ତାରିଖରୁ ଖୋଲିବ ସ୍କୁଲ୍ 18 ତାରିଖ ବଦଳରେ 20 ତାରିଖରେ ସ୍କୁଲ ଖୋଲିବ ଏନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଗଣଶିକ୍ଷା ବିଭାଗର ଚିଠି
ଯାଜପୁର ଦଶରଥପୁରରେ ସମସ୍ତ ଢାବା ଓ ଫାଷ୍ଟଫୁଡ୍ ବନ୍ଦ ନିର୍ଦ୍ଦେଶ
ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଦିନକୁ ଦିନ ବ୍ୟାପିଛି ଡାଇରିଆ। ଏହାକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲା ଦଶରଥପୁରରେ ୨ ସପ୍ତାହ ପାଇଁ ସମସ୍ତ ଢାବା ଓ…
ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କ ଯାଜପୁର ଗସ୍ତ।
ଆଜି ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଯୁକ୍ତ ମୁକେଶ ମହାଲିଙ୍ଗ, ସାଂସଦ ଶ୍ରୀ ରବିନ୍ଦ୍ର ନାରାୟଣ ବେହେରା ,ମାନ୍ୟବର କୋରେଇ ବିଧାୟକ ଶ୍ରୀ ଆକାଶ ଦାସ ନାୟକ,…
ତଳଗଡିଆ ଗ୍ରାମରେ ରାଜ୍ୟ ସ୍ତରୀୟ ଦିବାରାତ୍ର କବାଡି ଟୁର୍ଣ୍ଣାମେଣ୍ଟ
ଆମ ରାଜ୍ୟର ଗଣପର୍ବ ରଜ ଅବସରରେ ଯାଜପୁର ବ୍ଲକ ଭୂଇଁପୁର ପଞ୍ଚାୟତ ତଳଗଡିଆ ଗ୍ରାମରେ ରାଜ୍ୟ ସ୍ତରୀୟ ଦିବାରାତ୍ର କବାଡି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଯାଇଅଛି। ଏହି…
ରଜ ପର୍ବରେ ଯାଜପୁରରେ ଭୋଜି ମନା, କଲେରା ଚିହ୍ନଟ ଯୋଗୁଁ ଜିଲ୍ଲା ପ୍ରଶାସନର ପରାମର୍ଶ
ରଜ ପର୍ବରେ ଯାଜପୁର ଜିଲ୍ଲାରେ ଭୋଜିକୁ ବାରଣ । ଜିଲ୍ଲାରେ କଲେରା ଚିହ୍ନଟ ଯୋଗୁଁ ଜିଲ୍ଲା ପ୍ରଶାସନର ପରାମର୍ଶ ଦେଇଥିବା ଜଣାପଡ଼ିଛି। ରଜ ପର୍ବରେ ସାମୁହିକ ସମାବେଶ…
ଆସନ୍ତା ୨୦ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୁବନେଶ୍ବରରେ ରୋଡ ଶୋ
ଆସନ୍ତା ୨୦ ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୁବନେଶ୍ବରରେ ରୋଡ ଶୋ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରକୁ ଏକ ବର୍ଷ ପୂରିଛି । ଜୁନ୍ ୧୨ରୁ ୨୦ତାରିଖ…
ଜନ ସାଧାରଣଙ୍କୁ ସଚେତନ ରହିବାକୁ ଅନୁରୋଧ କଲେ ଗୈାତମ ରାୟ
ଯାଜପୁର ଜିଲ୍ଲାର ପୂର୍ବତନ ବିଜେପି ସଭାପତି ଗୈାତମ ରାୟ ଜିଲ୍ଲାପାଳ ପି. ଅନ୍ଵେଷା ରେଡ୍ଡୀ, ସିଡିଏମଓ ପ୍ରକାଶ ବେହେରାଙ୍କୁ ଭେଟି ଡାଇରିଆ ସ୍ଥିତି ସମ୍ପର୍କରେ ଆଲୋଚନା କଲେ।…
