SulagnaSpeaks: ଭୁବନେଶ୍ୱର ରେ ନଗଦ କିଛି ଠକ ଧରାପଡ଼ିଛନ୍ତି।୫୦୦ ଟଙ୍କିଆ ନୋଟ ବଦଳରେ ଦେଉଥିଲେ ଏହି ବିଡ଼ା ବିଡ଼ା ନୋଟ, କିନ୍ତୁ ଭିତରେ ଟଙ୍କା ବଦଳରେ ଥିଲା ଖାଲି କାଗଜ ଦେଖନ୍ତୁ…ଲୋକଙ୍କୁ ଠକିବାର ବେଶ ଭଲ ଉପାୟ ବାଛିଥିଲା ଏହି ଗ୍ୟାଙ୍ଗ । ଗୋଟିଏ ୫ ଶହ ଟଙ୍କିଆ ନୋଟ ଦେଲେ ୧୦ଟି ଶହେ ଟଙ୍କିଆ ମିଳିବ । ଏପରି କିଛି କଥା କହି ଚଲେଇଥିଲେ ପ୍ଲାନିଂ ।ଏମାନେ ଏକ ଶହେ ଟଙ୍କା ଭର୍ତ୍ତି ବ୍ୟାଗରେ ଉପରେ ଓ ତଳେ ଶହେ ଟଙ୍କିଆ ରଖିବା ପରେ ବଣ୍ଡଲ ଭିତରେ ପେପର କଟିଂ ପୁରାଇ ଚକମା ଦେଉଥିଲେ । ଏବେ ପୋଲିସ ହାତରେ ଧରାପଡ଼ିଛନ୍ତି ଏହି ଅଭିଯୁକ୍ତ ଗ୍ୟାଙ୍ଗ…
ଯେଉଁ ମାନେ ୫୦୦ ଟଙ୍କା ଦେଇ ଦଶଟା ୧୦୦ ଟଙ୍କା ନବା ଲୋଭରେ ଠକେଇ ରେ ପଡିଛନ୍ତି ତାଙ୍କୁ କେତେ ଦିନ ପର୍ଯ୍ୟନ୍ତ ନିରିହ କହି ଚାଲିଥିବା ଏମାନଙ୍କୁ ଯେ ଠକ ସର୍ଦ୍ଦାର କାହିଁକି ନ କହିବା….