SulagnaSpeaks:ପ୍ରତିବର୍ଷ ଜୁନ୍ ୮ ତାରିଖରେ ଜାତୀୟ ଶ୍ରେଷ୍ଠ ବନ୍ଧୁ ଦିବସ ପାଳନ କରାଯାଏ । ଜଣେ ପ୍ରକୃତ ଏବଂ ଭଲ ବନ୍ଧୁ ସିଏ , ଯିଏ ସର୍ବଦା ନିଜ ବନ୍ଧୁକୁ ନିଜ ଅପେକ୍ଷା ଆଗରେ ରଖେ । ବନ୍ଧୁତା ଏକ ପବିତ୍ର ସମ୍ପର୍କ ଯେଉଁଥିରେ ସ୍ନେହ, ଘନିଷ୍ଠତା ଥାଏ ଆଉ ସ୍ୱାର୍ଥପରତାର କୌଣସି ସ୍ଥାନ ନଥାଏ । ସେଥିପାଇଁ ତ ସୁଦାମାଙ୍କ ପାଦ ଧୋଇ ବନ୍ଧୁତାକୁ ଜୀବନରେ ଶ୍ରେଷ୍ଠ ସ୍ଥାନ ଦେଇଥିଲେ ପ୍ରଭୁ ଶ୍ରୀ କୃଷ୍ଣ ।