ଜୁହାର୍ 🙏

ଆମର୍ ରାଏଜ୍ ର ମହାନ୍ କୃଷିଭିତ୍ତିକ୍ ଗଣପର୍ବ ‘ନୂଆଁଖାଇ’ ଅବସର୍ ଥି ରାଏଜ୍‌ବାସୀ କୁଁ ବହୁତ୍ ଶୁଭେଚ୍ଛା ଆର୍ ଅଭିନନ୍ଦନ୍ ଜନଉଛେଁ । ନୂଆଁଖାଇ “ଚାଷୀ ଆଉ ଚାଷ୍‌ର ଉନ୍ନତି ଆଉ ସମ୍‌ରୁଧିର୍ କଥା କହେସି । ତା’ର୍ ସାଂଗେ ସମସ୍ତକଁ ର୍ ଲାଗି “ଖାନା-ସୁରକ୍ଷା’ କେ ଉଜାଗର୍ କର୍‌ସି । ଆମର୍ ବଡ୍‌ଖା ତିହାର୍ ‘ନୂଆଁଖାଇ’ ର୍ ଇ ଶୁଭ୍ ଅବସର୍ ନେ ସମ୍‌କର୍ ସୁଖ୍‌, ସମୃଦ୍ଧି ଆର୍ ପ୍ରଗତି ର୍ ଲାଗି ମାଁ ସମ୍‌ଲେଇ ଆର୍ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ର୍ ଠାନେ ଗୁହାରି କରୁଛେଁ ।

ସୁଲଗ୍ନା ମହାନ୍ତି

 

Leave a Reply

Your email address will not be published. Required fields are marked *