ଅର୍ଥନୈତିକ ସର୍ଭେ ରିପୋର୍ଟ ତଥ୍ୟ ଅନୁସାରେ ରାଜ୍ୟରେ ମାଧ୍ୟମିକ ସ୍ତରରେ ଡ୍ରପ ଆଉଟ୍ ହାର ୨୭.୨୯ ପ୍ରତିଶତ ରହିଛି। ଯାହା ସର୍ବ ଭାରତୀୟ ସ୍ତରରେ ସର୍ବାଧିକ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି। ଖାଲି ସେତିକି ନୁହେଁ ଉଚ୍ଚ ମାଧ୍ୟମିକ, ମାଧ୍ୟମିକ, ଉଚ୍ଚ ପ୍ରାଥମିକ ୪୩.୬ , ୮୦.୪, ୯୩.୩ ପ୍ରତିଶତ ରହିଛି। ଯାହାକି ସର୍ବଭାରତୀୟ ସ୍ତର ଠାରୁ କମ୍ ରହିଛି।