
ବିମାନରେ ପ୍ରାୟ ୬୪ ଜଣ ଥିଲେ, ଯେଉଁଥିରୁ ୪ ଜଣ କ୍ରୁ ସଦସ୍ୟ ଥିଲେ । ଏହି ଦୁର୍ଘଟଣାରେ ଯାତ୍ରୀଙ୍କ ସମେତ ୩ ସୈନ୍ୟଙ୍କ ମଧ୍ୟ ମୃତ୍ୟୁ ହୋଇଛି ।
ଏହି ଆମେରିକୀୟ ଏୟାରଲାଇନ୍ସ ବିମାନଟି କାନସାସର ୱିଚିଟାରୁ ଉଡ଼ାଣ ଭରୁଥିଲା ଏବଂ ୱାଶିଂଟନ ଡିସି ଅଭିମୁଖେ ଯାଉଥିଲା । ଧକ୍କା ପରେ ୩ ଖଣ୍ଡ ହୋଇ ନଦୀକୁ ଖସି ପଡ଼ିଥିଲା ବିମାନ ।
