ଏହି ବୈଠକରେ ଡିଜେ ଉପରେ ରୋକ୍ ଲଗାଯାଇଛି ।ଭୁବନେଶ୍ବର ଦୁର୍ଗା ପୂଜା ଭସାଣିରେ ଲେଜର ଲାଇଟ୍ ଓ ବାଣ ଫୁଟାଇବା ମନା କରାଯାଇଛି। କେବଳ ପାରମ୍ପରିକ ବାଜାରେ ମା’ଙ୍କ ଭସାଣ ହେବା ନେଇ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ବୈଠକରେ ହୋଇଛି ନିଷ୍ପତ୍ତି ।