
ପ୍ରେସ୍ କାଉନସିଲ ଅଫ୍ ଇଣ୍ଡିଆର ୩ ଜଣିଆ ସଦସ୍ୟଙ୍କୁ ନିଯୁକ୍ତି ଦିଆଯାଇଛି । ଏହି ୩ ସାଂସଦଙ୍କୁ ଲୋକସଭା ବାଚସ୍ପତି ଓମ୍ ବିର୍ଲା ନିଯୁକ୍ତି ଦେଇଛନ୍ତି ।
ପୁରୀ ସାଂସଦ ସମ୍ବିତ ପାତ୍ର ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ (ପିସିଆଇ)ର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି । ଏହା ସହିତ ନରେଶ ଗଣପତ୍ ମାସ୍କେ ଏବଂ କାଳୀ ଚରଣ ମୁଣ୍ଡା ମଧ୍ୟ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି ।
