ସୂଚନା ଯୋଗ୍ୟ; ଜମ୍ମୁ ଓ ପଠାନକୋଟରେ ଆକ୍ରମଣ ଚେତାବନୀ ପରେ ଗୁରୁବାର ଧର୍ମଶାଳାରେ ପଞ୍ଜାବ କିଙ୍ଗସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳା ଯାଉଥିବା ମ୍ୟାଚ୍ ବାତିଲ କରାଯାଇଥିଲା । ଏହା ପରେ ଆଜି ଆଇପିଏଲକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ବିସିସିଆଇ ।