Oplus_131072

ମୋ ମନରେ କୋହ ନାହିଁ, ନୈତିକତାକୁ ଜଳାଞ୍ଜଳି ଦେବି ନାହିଁ। ଜୟ ଢୋଲକିଆ ଦଳକୁ ଆସିଛନ୍ତି। ସେଥିପାଇଁ ମୁଁ ଅସନ୍ତୁଷ୍ଟ ନୁହେଁ। ମତେ କେହି ବୁଝାଇ ନାହାନ୍ତି। ଜୟ ଢୋଲକିଆ ପ୍ରାର୍ଥୀ ହୋଇ ନାହାନ୍ତି। ବିଜେପି ଯାହାକୁ ପ୍ରାର୍ଥୀ କରିବ ମୁଁ ସମର୍ଥନ କରିବି।

ମୁଁ ଦଳ ପାଇଁ ପ୍ରଚାର କରିବି ମୋ ପୁଅ  ଅଭିନ୍ଦନ ପଣ୍ଡା ମଧ୍ୟ ଦଳରେ କୌଣସି ପଦ ପଦବୀ ଆଶାରେ କାମ କରୁନାହିଁ। ମାଟିର ସେବା ପାଇଁ ରାଜନୀତିକୁ ଆସିଛି। ମୁଁ ଲଢିଛି,ମରିବା ପର୍ଯ୍ୟନ୍ତ ଲଢୁଥିବି ବୋଲି ବସନ୍ତ ପଣ୍ଡା କହିଛନ୍ତି।

Leave a Reply

Your email address will not be published. Required fields are marked *