ସେହିପରି ରାଜ୍ୟରେ ଡିପ୍ଲୋମା ପାଠର ବି ସ୍ଥିତି କିଛି ସମାନ । ୧୦ ବର୍ଷ ମଧ୍ୟରେ ଡିପ୍ଲୋମାରେ ୫୪ ହଜାର ୧୮୯ ପିଲା ପାସ୍ କରିଛନ୍ତି । ହେଲେ ସେଥିମଧ୍ୟରୁ ମାତ୍ର ୨୦ ହଜାର ୯୬ ଜଣ ପିଲା ଚାକିରି ପାଇଛନ୍ତି । ବର୍ତ୍ତମାନ ରାଜ୍ୟରେ ୩୪ ହଜାର ୫୧ ପିଲା ଏବେ ବି ଚାକିରୀ ଆଶାରେ ରହିଛନ୍ତି ।