Oplus_131072

ଭୁବନେଶ୍ୱର: ସ୍ଥାନୀୟ ପଟିଆ ନିକଟ କୋୟଲ କ୍ୟାମ୍ପସ ପାଖରେ ଦେଖିବାକୁ ମିିଳିଛି ଅଭାବନୀୟ ଘଟଣା। ଏକ ଚଳନ୍ତା କାର ରାସ୍ତାଉପରେ ହୁତୁହୁତୁ ହୋଇ ଜଳିଯାଇଛି। କାରରେ ଥିବା ସମସ୍ତ ଲୋକ ସୁରକ୍ଷିତ ରହିଛନ୍ତି। ସ୍ଥାନୀୟ ଲୋକେ କାରଟି ହଠାତ ଜଳୁଥିବାର ଦେଖି କାର ଭିତରେ ଥିବା ଲୋକଙ୍କୁ ଉଦ୍ଧାର କରିବା ସହ କାରଟିକୁ ଲିଭାଇବାକୁ ଚେଷ୍ଟା କରିଥିଲେ। ଏହାର କିଛି ସମୟ ମଧ୍ୟରେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଂଚି ନିଆଁ ଲିଭାଇଥିଲେ।

Leave a Reply

Your email address will not be published. Required fields are marked *