ବିଦ୍ୟାଳୟ ସ୍ଥରରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରତିଭା ଚୟନ ଉଦ୍ଦେଶ୍ୟରେ ଚଳିତ ମାସ ୨୩ରେ ସାରା ରାଜ୍ୟରେ ଜାତୀୟ ଗ୍ରାମୀଣ ପ୍ରତିଭା ବୃତ୍ତି (ଏନଆରଟିଏସ) ପରୀକ୍ଷା, ୨୦୨୪ ଅନୁଷ୍ଠିତ ହେବ। କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଏହି ପରୀକ୍ଷା ପାଇଁ ୫୩ ହଜାର ୬୯୩ ଜଣ ଛାତ୍ରଛାତ୍ରୀ ପଞ୍ଜିକରଣ କରିଛନ୍ତି। ରାଜ୍ୟର ୩୩୪ଟି ପରୀକ୍ଷା କେନ୍ଦ୍ରରେ ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏହି ପରୀକ୍ଷା ହେବ।

Leave a Reply

Your email address will not be published. Required fields are marked *